ଓଡିଶା

odisha

By

Published : Jun 3, 2021, 10:01 PM IST

ETV Bharat / sports

ଆବୁଧାବିରେ ଅବଶିଷ୍ଟ ପିଏସଏଲ, ଜୁନ 24ରେ ଫାଇନାଲ୍‌

ପାକିସ୍ତାନ ସୁପର ଲିଗ 2021ର ଅବଶିଷ୍ଟ ମ୍ୟାଚ୍‌ ଆବୁଧାବିରେ ଜୁନ 9ରୁ 24 ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ...

PSL 2021 to resume on June 9, final to be played on June 24
ଆବୁଧାବିରେ ଅବଶିଷ୍ଟ ପିଏସଏଲ, ଜୁନ 24ରେ ଫାଇନାଲ୍‌

ଆବୁଧାବି:ପାକିସ୍ତାନ ସୁପର ଲିଗ(PSl) 2021ର ଅବଶିଷ୍ଟ ମ୍ୟାଚ୍‌ ଆବୁଧାବିରେ ଜୁନ 9-24ରେ ଖେଳାଯିବ । ଫାଇନାଲ ମ୍ୟାଚ ଜୁନ 24ରେ ଖେଳାଯିବ ।

ନୂଆ ସୂଚୀ ଅନୁଯାୟୀ, 6ଟି ଡବଲ ହେଡର ମ୍ୟାଚ୍‌ ଖେଳାଯିବ । 5ଟି ପ୍ରାଥମିକ ରାଉଣ୍ଡ ମ୍ୟାଚ ହୋଇଥିବା ବେଳେ ଜୁନ 21ରେ ଷଷ୍ଠ ମ୍ୟାଚ ଖେଳାଯିବ । କ୍ବାଲିଫାୟର ଓ ଏଲିମିନେଟର 1 ମ୍ୟାଚ ମଧ୍ୟ ଖେଳାଯିବ । ଏଲିମିନେଟର 2 ମ୍ୟାଚ ଜୁନ 22ରେ ଓ ଜୁନ 22ରେ ଫାଇନାଲ ମ୍ୟାଚ ଖେଳାଯିବ ।

ଜୁନ 9ରେ 4 ନମ୍ବର ସ୍ଥାନରେ ଥିବା ଲାହୋର କାଲାଣ୍ଡର୍ସ ତୃତୀୟ ସ୍ଥାନରେ ଥିବା ଇସଲାମବାଦ ୟୁନାଇଟେଡକୁ ଭେଟିବ । ଏହା ଟୁର୍ଣ୍ଣାମେଣ୍ଟର 15ତମ ମ୍ୟାଚ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details