କଟକ:କିମ୍ବଦନ୍ତୀ ଅଷ୍ଟ୍ରେଲିୟ କ୍ରିକେଟର ସେନ ଓ୍ବାର୍ଣ୍ଣଙ୍କ ୫୨ ବର୍ଷରେ ଦେହାନ୍ତ ଘଟିଛି ।ସେନ ଓ୍ବାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
ଓ୍ବାର୍ଣ୍ଣଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା OCA - ସେନ ଓ୍ବାନ ମୃତ୍ୟ ଅପଡେଟ ଖବର
କିମ୍ବଦନ୍ତୀ ଅଷ୍ଟ୍ରେଲିୟ କ୍ରିକେଟର ସେନ ଓ୍ବାର୍ଣ୍ଣଙ୍କ ୫୨ ବର୍ଷରେ ଦେହାନ୍ତ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଅଧିକ ପଢନ୍ତୁ
![ଓ୍ବାର୍ଣ୍ଣଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା OCA ୱାର୍ନଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା ଓସିଏ](https://etvbharatimages.akamaized.net/etvbharat/prod-images/768-512-14641017-thumbnail-3x2-fh.jpg)
ୱାର୍ନଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲା ଓସିଏ
ସଞ୍ଜୟ ବେହେରା କହିଛନ୍ତି, ସେନ ୱାର୍ନ ଜଣେ ଜାଦୁଗରି ସ୍ପିନର ଥିଲେ ଏବଂ ନୁଆ ପିଢିର ଖେଳାଳିମାନେ ତାଙ୍କ ଠାରୁ ଅନେକ କିଛି ଶିଖିବାର ଥିଲା । କିନ୍ତୁ, ତାଙ୍କର ଦେହାନ୍ତରେ ଆମେ ଗଭୀର ଭାବେ ମର୍ମାହିତ ଏବଂ ଦୁଖିତଃ ଏବଂ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ