ମୁମ୍ବାଇ:IPL 2022ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି ୩୧ତମ ମ୍ୟାଚ୍ । ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଛି ଲକ୍ଷ୍ନୌ । ଉଭୟ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଲକ୍ଷ୍ନୌ ଓ ବାଙ୍ଗାଲୋର ଉଭୟ ୬ଟି ମ୍ୟାଚ୍ ଖେଳି ୪ଟି ମ୍ୟାଚ୍ରେ ବିଜୟୀ ହୋଇଛନ୍ତି । ଆଜିର ମ୍ୟାଚ୍ ପାଇଁ ଉଭୟ ବାଙ୍ଗାଲୋର ଓ ଲକ୍ଷ୍ନୌ ଦଳ ଅପରିବର୍ତ୍ତିତ ରହିଛି । ଉଭୟ ଦଳ ଆଜିର ମ୍ୟାଚ୍ରେ ବିଜୟୀ ହୋଇ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ ।
ବାଙ୍ଗାଲୋର ଚୂଡ଼ାନ୍ତ ଏକାଦଶ