ଓଡିଶା

odisha

By

Published : May 6, 2022, 7:06 PM IST

Updated : May 6, 2022, 7:29 PM IST

ETV Bharat / sports

IPL2022: ମୁମ୍ବାଇ ବିପକ୍ଷରେ ଟସ୍ ଜିତି ଟାଇଟନ୍ସର ବୋଲିଂ ନିଷ୍ପତ୍ତି

ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୧ତମ ମ୍ୟାଚ୍‌ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ଅଧିକ ପଢନ୍ତୁ

IPL2022: ମୁମ୍ବାଇ ବିପକ୍ଷରେ ଟସ୍ ଜିତି ଟାଇଟନ୍ସର ବୋଲିଂ ନିଷ୍ପତ୍ତି
IPL2022: ମୁମ୍ବାଇ ବିପକ୍ଷରେ ଟସ୍ ଜିତି ଟାଇଟନ୍ସର ବୋଲିଂ ନିଷ୍ପତ୍ତି

ମୁମ୍ବାଇ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୧ତମ ମ୍ୟାଚ୍‌ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଆଜିର ମ୍ୟାଚ୍‌ରେ ବିଜୟ ସହ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ଅନ୍ୟପଟେ ଚଳିତ ସଂସ୍କରଣରେ ନୈରାଶାଜନକ ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର ଶେଷରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ପଏଣ୍ଟ ଟେବୁଲର ଉପରକୁ ଉଠିବାର ସୁଯୋଗ ରହିଛି ।

ଚୂଡାନ୍ତ ଏକାଦଶ:-

ଗୁଜରାଟ ଟାଇଟନ୍ସ : ରିଦ୍ଧିମାନ ଶାହ(ୱିକେଟ କିପର), ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌ ), ଡେଭିଡ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ପ୍ରଦୀପ ସାଙ୍ଗୱାନ, ଲୋକି ଫର୍ଗୁସନ, ଅଲଜାରି ଜୋସେଫ, ମହମ୍ମଦ ସାମି ।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା(କ୍ୟାପଟେନ୍‌), ଇଶାନ କିଶାନ(ୱିକେଟ କିପର) ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ ଡେଭିଡ, କିରଣ ପୋଲାର୍ଡ, ଡାନିଏଲ ସାମ୍ସ, ମୁରୁଗାଁ ଅଶ୍ବିନୀ, କୁମାର କାର୍ତ୍ତିକେୟ, ଜଶପ୍ରୀତ ବୁମରା, ରିଲେ ମେରଡିଥ ।

Last Updated : May 6, 2022, 7:29 PM IST

ABOUT THE AUTHOR

...view details