ଦୁବାଇ: ଆଇପିଏଲ ୨୦୨୧ର ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଅର୍ଥାତ ୫୬ତମ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି RCB କ୍ୟାପଟେନ ବିରାଟ କୋହଲି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ।
ଦୁଇ ଟିମ ପ୍ଲେ-ଅଫ୍ରେ ସ୍ଥାନ ପକା କରିସାରିଥିବାବେଳେ, ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିବାକୁ RCB ବଡ ବିଜୟ ଆବଶ୍ୟକ କରୁଛି ।
ଚୂଡାନ୍ତ ଏକାଦଶ: