ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ତ୍ରୟୋଦଶ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି RCB କ୍ୟାପଟେନ ଫାଫ ଡୁ ପ୍ଲେସିସ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ।
ଚୂଡାନ୍ତ ଏକାଦଶ:
ରାଜସ୍ଥାନ ରୟାଲ୍ସ: ଜସ୍ ବଟଲର, ଜଶସ୍ବୀ ଜୟଶ୍ବାଲ, ଦେବଦତ୍ତ ପାଡିକ୍କଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ସିମ୍ରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ନବଦୀପ ସାଇନି, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ ପ୍ଲେସିସ(କ୍ୟାପଟେନ୍), ଅନୁଜ ରାୱତ, ବିରାଟ କୋହଲି, ଦିନେଶ କାର୍ତ୍ତିକ(ୱିକେଟ କିପର), ସେଫର୍ନ ରଦରଫୋର୍ଡ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗ, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ