ମୁମ୍ବାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) ଟୁର୍ଣ୍ଣାମେଣ୍ଟର ୪୪ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତି ନେବାସହ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।
ଚୁଡାନ୍ତ ଏକାଦଶ:
ରାଜସ୍ଥାନ ରୟାଲ୍ସ: ଜସ୍ ବଟଲର, ଦେବଦତ୍ତ ପାଦିକ୍କଲ, ସଞ୍ଜୁ ସାମସନ(କ୍ୟାପଟେନ୍/ୱିକେଟ କିପର), ଡାର୍ଲେ ମିଚେଲ, ସିମ୍ରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ସେନ୍ ।
ମୁମ୍ବାଇ ଇଣ୍ଡିଆନ୍ସ: ଇଶାନ କିଶନ(ୱିକେଟ କିପର), ରୋହିତ ଶର୍ମା(କ୍ୟାପଟେନ୍), ଟିମ ଡେଭିଡ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କିରଣ ପୋଲାର୍ଡ, ହ୍ରିତିକ ସୋକିନ, ଡାନିଏଲ ସାମ୍ସ, ଜଶପ୍ରୀତ ବୁମରା, କୁମାର କାର୍ତ୍ତିକେୟ, ରିଲେ ମେରେଡିଥ ।