ମୁମ୍ବାଇ: ଆଇପିଏଲ ୨୦୨୨ର ପଞ୍ଚଦଶ ମ୍ୟାଚ୍ କେଏଲ ରାହୁଲଙ୍କ ନେତୃତାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଋଷଭ ପନ୍ତଙ୍କ ନେତୃତାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ।
ଚୂଡାନ୍ତ ଏକାଦଶ:
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ: କେଏଲ ରାହୁଲ(କ୍ୟାପଟେନ୍), କ୍ବିଣ୍ଟନ ଡିକକ୍(ୱିକେଟ କିପର), ଇଭିନ ଲିୱିସ, ଦୀପକ ହୁଡ୍ଡା, ଆୟୁଷ ବାଦୋନି, କ୍ରୁଣାଳ ପାଣ୍ଡ୍ୟା, ଜେସନ ହୋଲ୍ଡର, କ୍ରୀଷ୍ଣାପ୍ପା ଗୌତମ, ଆଣ୍ଡ୍ରିୟୁ ଟାଇ, ରବି ବିଷ୍ଣୋଇ, ଅଭେଶ ଖାନ ।
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଡେଭିଡ ୱାର୍ଣ୍ଣର, ଋଷଭ ପନ୍ତ(କ୍ୟାପଟେନ/ୱିକେଟ କିପର), ସର୍ଫରାଜ ଖାନ, ରୋଭମନ ପାୱେଲ, ଲଳିତ ଯାଦବ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଅନରିଚ ନର୍କିୟା ।