ମୁମ୍ବାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି କୋଲକାତା କ୍ୟାପଟେନ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତି ନେବାସହ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।
ଚୁଡାନ୍ତ ଏକାଦଶ:
କୋଲକାତା ନାଇଟ ରାଇଡର୍ସ: ଆରୋନ ଫିଞ୍ଚ୍, ସୁନୀଲ ନାରିନ, ଶ୍ରେୟସ ଆୟର(କ୍ୟାପଟେନ୍), ବାବା ଇନ୍ଦ୍ରଜିତ(ୱିକେଟ କିପର), ନୀତିଶ ରାଣା, ଅନୁକୁଳ ରୟ, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ଉମେଶ ଯାଦବ, ଟିମ ସାଉଦୀ, ଶିବମ ମାବି ।
ରାଜସ୍ଥାନ ରୟାଲ୍ସ: ଜସ ବଟଲର, ଦେବଦତ୍ତ ପାଦିକ୍କଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), କରୁଣ ନାୟର, ସିମ୍ରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ସେନ ।