ଶାରଜାହ: ଆଇପିଏଲ 2021ର ଏଲିମିନେଟର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ବିଜେତା ଟିମ ଦିଲ୍ଲୀ କ୍ୟାପିଟାଲ୍ସ ସହ କ୍ବାଲିଫାୟର ୨ ମୁକାବିଲା ଖେଳିବ ଓ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।
ଫଳରେ ଏହି ମ୍ୟାଚ ଉଭୟ RCB ଓ KKR ପାଇଁ ଚ୍ 'କର ବା ମର' ସଦୃଶ ହୋଇଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପେଟନ୍ ବିରାଟ କୋହଲି ।
ଚୂଡାନ୍ତ ଏକାଦଶ: