ମୁମ୍ବାଇ:ପୁଣି ଥରେ IPL ଉପରେ କୋରୋନା କଳା ବାଦଲ ଘୋଟି ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଫିଜିଓ ପ୍ୟାଟ୍ରିକ ଫାରହାର୍ଟ କୋଭିଡ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ଆଇପିଏଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମିତ ହେବାପରେ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ତାଙ୍କର ସ୍ବାସ୍ଥ୍ୟ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।
IPL 2022: ଆଇପିଏଲରେ ପସିଲା କୋରୋନା - ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ କୋଭିଡ ସଂକ୍ରମଣ
ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ପସିଲା କୋରୋନା । ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଫିଜିଓ ପ୍ୟାଟ୍ରିକ ଫାରହାର୍ଟ କୋଭିଡ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ଆଇପିଏଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଫିଜିଓ କୋଭିଡ ସଂକ୍ରମିତ
ANI