କଟକ: ପାଖେଇ ଆସୁଛି ଆଇପିଏଲ ସମର । ଏନେଇ ଆସନ୍ତା 12 ଓ 13 ରେ ହେବ ନିଲାମି ପ୍ରକ୍ରିୟା । ତେବେ ଏହି ନିଲାମ ପ୍ରକ୍ରିୟାରେ 590 ଜଣ ଖେଳାଳିଙ୍କ ନାଁ ସାମ୍ନାକୁ ଆସିଛି ।
IPL-2022: 590 ଖେଳାଳି ତାଲିକାରେ 2 ଓଡ଼ିଆ - ଆଇପିଏଲରେ ୨ ଓଡିଆ ଖେଳାଳି
ଆସନ୍ତା ୧୨ ଓ ୧୩ ରେ ହେବ IPL ନିଲାମି ପ୍ରକ୍ରିୟା । ଚୂଡାନ୍ତ ଖେଳାଳି ତାଲିକାରେ ୨ ଓଡିଆ ଖେଳାଳି ସାମିଲ । ଅଧିକ ପଢନ୍ତୁ
![IPL-2022: 590 ଖେଳାଳି ତାଲିକାରେ 2 ଓଡ଼ିଆ IPL-2022: 590 ଖେଳାଳି ତାଲିକାରେ 2 ଓଡ଼ିଆ](https://etvbharatimages.akamaized.net/etvbharat/prod-images/768-512-14342680-thumbnail-3x2-dsa.jpg)
IPL-2022: 590 ଖେଳାଳି ତାଲିକାରେ 2 ଓଡ଼ିଆ
ଏହାରି ମଧ୍ୟରେ ଦୁଇ ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାଁ ମଧ୍ୟ ଏହି ଚୂଡାନ୍ତ ଖେଳାଳି ତାଲିକାରେ ରହିଛି । ଯାହାକୁ ନେଇ ଖୁସି ଜାହିର କରିଛି ଓଡିଶା କ୍ରିକେଟ ଆସୋସିଏସନ(Odisha Cricket Association) । ତେବେ ପୂର୍ବରୁ IPL ନିଲାମ ପ୍ରକ୍ରିୟା ପାଇଁ 5 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଥିଲା OCA ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ