ମୁମ୍ବାଇ:ଗତ ସଂସ୍କରଣର ଉପବିଜେତା କୋଲକାତା ନାଇଟ ରାଇଡର୍ସ ବିଜୟରୁ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିଛି । ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ୱିକେଟରେ ହରାଇଛି କୋଲକାତା । ୧୩୨ ରନ୍ର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଛି ଶ୍ରେୟସ ଆୟରଙ୍କ ନେତୃତାଧୀନ KKR । ଫଳରେ ଅଧିନାୟକ ଭାବେ ପ୍ରଥମ ଟସ୍ ଓ ମ୍ୟାଚ୍ ହାରିଛନ୍ତି ରବିନ୍ଦ୍ର ଜାଡେଜା ।
IPL 2022: ହାରିଲା ଚେନ୍ନାଇ, ବିଜୟରୁ କୋଲକାତାର ଅଭିଯାନ ଆରମ୍ଭ - ମହେନ୍ଦ୍ର ସିଂହ ଧୋନି
ଗତ ସଂସ୍କରଣର ଉପବିଜେତା କୋଲକାତା ନାଇଟ ରାଇଡର୍ସ ବିଜୟରୁ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିଛି । ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ୱିକେଟରେ ହରାଇଛି କୋଲକାତା । ଅଧିକ ପଢନ୍ତୁ
![IPL 2022: ହାରିଲା ଚେନ୍ନାଇ, ବିଜୟରୁ କୋଲକାତାର ଅଭିଯାନ ଆରମ୍ଭ IPL 2022: kkr beat csk in opening match](https://etvbharatimages.akamaized.net/etvbharat/prod-images/768-512-14847084-thumbnail-3x2-ipl.jpg)
IPL 2022: ବିଜୟରୁ କୋଲକାତାର ଅଭିଯାନ ଆରମ୍ଭ
ଧୋନିଙ୍କ ଧୁଆଁଧାର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୧ ରନ୍ ସଂଗ୍ରହ କରିଥିଲା। ଫଳରେ କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୩୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ