ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ ଆଇପିଏଲ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି । ଏଥର ଆଇପିଏଲର ପଞ୍ଚଦଶ ସଂସ୍କରଣ ଖେଳାଯିବ । କ୍ରିକେଟର ସର୍ବବୃହତ ଲିଗ୍ର ପ୍ରଥମ ମୁକାବିଲା ଆଜି ସନ୍ଧ୍ୟା ୭:୩୦ରେ ଖେଳାଯିବ । ଏହି ମୁକାବିଲାରେ ଗତଥର ଫାଇନାଲ ଖେଳିଥିବା ଦୁଇ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇ ଗତ ସଂସ୍କରଣରେ ଚାମ୍ପିୟନ ଓ କୋଲକାତା ଉପବିଜେତା ରହିଥିଲା । ଆରମ୍ଭ ଯେତେବେଳେ ଏପରି ହାଇଭୋଲଟେଜ ହେବ ତ ସଂପୂର୍ଣ୍ଣ ଲିଗର ରୋମାଞ୍ଚର ଅନୁମାନ କରାଯାଇପାରେ ।
ଏଥର ଲିଗ୍ରେ ଦୁଇଟି ନୂଆ ଟିମ ଓ ଅନେକ ନୂଆ ନିୟମ ସହିତ ଖେଳାଯାଉଛି । ଆଇପିଏଲ ଅକ୍ସନ ସବୁ ଟିମର ଚେହେରା ବଦଳାଇ ଦେଇଛି ।
ଚେନ୍ନାଇ ସୁପର କିଙ୍ଗ୍ସ ଟିମ
ଚେନ୍ନାଇ ସୁପର କିଙ୍ଗ୍ସ ଲିଗ ଆରମ୍ଭ ପୂର୍ବରୁ ନିଜର ଅଧିନାୟକ ବଦଳାଇଛି । ଏଥର ମହେନ୍ଦ୍ର ସିଂହ ଧୋନି ନୁହଁନ୍ତି ବରଂ ରବିନ୍ଦ୍ର ଜାଡେଜା ଟିମର ଅଧିନାୟକ ଭାର ସମ୍ଭାଳିବେ । ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମଏସ ଧୋନି, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା, ଡେଭନ କନୱେ, ଡ୍ବାଇନ ବ୍ରାଭୋ, କ୍ରିସ ଜୋର୍ଡାନ, ଶିବମ ଦୁବେ, ଦୀପକ ଚହର, ସିମ୍ରନଜିତ ସିଂହ, ଡ୍ବାଇନ ପ୍ରିଟୋରିସ, ମିଚେଲ ସାଣ୍ଟନର, ଆଡାମ ମିଲନେ, ରାଜବର୍ଦ୍ଧନ ହଙ୍ଗରଗକର, ପ୍ରଶାନ୍ତ ସୋଲାଙ୍କି, ମହେଶ ତିକ୍ଷଣା, ମୁକେଶ ଚୌଧୁରୀ, ଶୁଭ୍ରାଂଶୁ ସେନାପତି, କେଏମ ଆସିଫ, ତୁଷାର ଦେଶପାଣ୍ଡେ, ହରି ନିଶାନ୍ତ, ଏନ ଜଗଦୀଶାନ ଓ କେ ଭଗତ ବର୍ମା ।
ପଞ୍ଜାବ କିଙ୍ଗ୍ସ ଟିମ
ପଞ୍ଜାବ କିଙ୍ଗ୍ସ ଏଥର ମଧ୍ୟ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳିବ । ଶିଖର ଧାୱନ, ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍), ଅର୍ଶଦୀପ ସିଂହ, କାଗିସୋ ରବାଡା, ଜନ୍ନି ବେୟାରଷ୍ଟୋ, ରାହୁଲ ଚହର, ହରପ୍ରୀତ ବ୍ରାର, ଶାହାରୁଖ ଖାନ, ପ୍ରଭସିମ୍ରନ ସିଂ, ଜିତେଶ ଶର୍ମା, ଇଶାନ ପୋରେଲ, ଲିଆମ ଲିଭିଂଷ୍ଟୋନ, ଓଡିନ ସ୍ମିଥ, ସନ୍ଦୀପ ଶର୍ମା, ରାଜ ଅଙ୍ଗଦ ବୱା, ରିଶି ଧାୱନ, ପ୍ରେରକ ମଙ୍କଡ, ବୈବଭ ଆରୋରା, ରିତ୍ତିକ ଚାଟାର୍ଜୀ, ବାଲଟେଜ ଧଣ୍ଡା, ଅଂଶ ପଟେଲ, ନାଥନ ଏଲିସ, ଅଥର୍ବ ତାଇଦେ, ଭାନୁକା ରାଜପକ୍ସା, ବେନି ହୋଏଲ ।
ସନ ରାଇଜର୍ସ ହାଇଦ୍ରାବାଦ
କେନ ୱିଲିୟମସନ(କ୍ୟାପେଟନ୍), ଅବଦୁଲ ସମାଦ, ଉମରାନ ମଲିକ, ରାହୁଲ ତ୍ରିପାଠୀ, ଆଡମ ମାର୍କରମ, ନିକୋଲାସ ପୋରୋନ, ପ୍ରିୟମ ଗର୍ଗ, ୱାସିଂଟନ ସୁନ୍ଦର, ଅଭିଶେକ ଶର୍ମା, ଭୁବନେଶ୍ବର କୁମାର, ମାର୍କୋ ଜାନସେନ, ଜୋ ସୁଚିତ, ଶ୍ରେୟସ ଗୋପାଳ, କାର୍ତ୍ତିକ ତ୍ୟାଗୀ, ଟି ନଟରାଜନ, ଫଜଲ ଫାରୁଖି, ବିଷ୍ଣୁ ବିନୋଦ, ସୌରଭ ଦୁବେ, ଶଶାଙ୍କ ସିଂ, ଆର ସମର୍ଥ, ସିନ ଆବଟ୍ଟ ଓ ରୋମାନିଆ ସେଫର୍ଡ ।
କୋଲକାତା ନାଇଟ ରାଇଡର୍ସ
ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟସ ଆୟର, ସୁନୀଲ ନାରିନ, ଶ୍ରେୟସ ଆୟର(କ୍ୟାପେଟନ୍), ପାଟ୍ କମିନ୍ସ, ନୀତିଶ ରାଣା, ଶିବମ ମାବି, ସେଲଡନ ଜାକସନ, ଅଜିଙ୍କ୍ୟ ରାହାଣେ, ରିଙ୍କୁ ସିଂହ, ଅଙ୍କୁଲ ରୟ, ରସିଖ ଦାର, ଚମିକା କରୁଣାରତ୍ନେ, ବାବା ଇନ୍ଦ୍ରଜିତ, ଅଶୋକ ଶର୍ମା, ପ୍ରଥମ ସିଂହ, ଅଭିଜିତ ତୋମାର, ସାମ ବିଲିଙ୍ଗ୍ସ, ଆରୋନ ଫିଞ୍ଚ୍, ରମେଶ କୁମାର, ମହମ୍ମଦ ନବି, ଅମନ ଖାନ, ଉମେଶ ଯାଦବ ।
ଦିଲ୍ଲୀ କ୍ୟାପିଟାଲ୍ସ