ଅହମ୍ମଦାବାଦ:ଆଇପିଏଲ ଲଢେଇରେ ରବିବାରର ଦ୍ବିତୀୟ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ରହିଛି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗ୍ସ ।
ନିୟମିତ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କୁ ପଞ୍ଜାବର ନେତୃତ୍ବ ଭାର ମିଳିଛି । କ୍ରମାଗତ ବିଫଳ ପରେ ୱେଷ୍ଟଇଣ୍ଡିଜ ପାୱରହିଟର ନିକୋଲାସ ପୁରୋନଙ୍କ ସ୍ଥାନରେ ଡେୱିଡ ମଲାନଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି ଦଳ । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଅପରିବର୍ତ୍ତିତ ରହିଛି ।
ଚୂଡାନ୍ତ ଏକାଦଶ: