ଅହମ୍ମଦାବାଦ: ଚଳିତ ଆଇପିଏଲର 22ତମ ମୁକାବିଲାରେ ଅନ୍ୟତମ ହାଇଭୋଲଟେଜ ଲଢେଇ ହେବାକୁ ଯାଉଛି । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ରହିଛି । ପ୍ରଥମେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ପ୍ରଥମେ ବ୍ୟାଟିଂ କରିବ ବିରାଟ ବାହିନୀ ।
ଆରସିବି ଚୂଡାନ୍ତ ଏକାଦଶରେ ଡାନ କ୍ରୀଷ୍ଟିଆନଙ୍କ ସ୍ଥାନରେ ଡାନିଏଲ ସାମ୍ସ ଓ ରଜତ ପାଟିଦାରଙ୍କୁ ସାମିଲ କରିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଅଶ୍ବିନଙ୍କ ସ୍ଥାନରେ ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରିଛି ।
ଚୁଡାନ୍ତ ଏକାଦଶ: