ମୁମ୍ବାଇ: ଆଇପିଏଲ ଲଢେଇରେ ରବିବାର ରହିଛି ଡବଲ ହେଡର ମ୍ୟାଚ । ପ୍ରଥମ ହାଇଭୋଲଟେଜ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ।
ସିଏସକେ ଚ଼ୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ମୋଇନ ଅଲୀ ଫିଟ ନାହାନ୍ତି ଓ ଲୁଙ୍ଗି ନିଙ୍ଗିଡିଙ୍କ ସ୍ଥାନରେ ଡ୍ବାଇନ ବ୍ରାଭୋ ଓ ଇମ୍ରାନ ତାହିରଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଆରସିବି ଚୁଡାନ୍ତ ଏକାଦଶରେ ରିଚାର୍ଡସନଙ୍କ ସ୍ଥାନରେ ଡାନିଏଲ କ୍ରୀଷ୍ଟିଆନ ଓ ସାହବାଜଙ୍କ ସ୍ଥାନରେ ମହମ୍ମଦ ସାଇନିଙ୍କୁ ସ୍ଥାନ ମିଳିଛି ।
ଚୁଡାନ୍ତ ଏକାଦଶ: