ଗାନ୍ଧିନଗର: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସର ହାରିଯିବା ପରେ ସୋସିଆଲ ମିଡିଆରେ କ୍ରିକେଟରଙ୍କ ଝିଅଙ୍କୁ ଅନଲାଇନ୍ ଧମକ ଦେବା ଅଭିଯୋଗରେ ଜଣେ 16 ବର୍ଷର ନାବାଳକକୁ ଗିରଫ କରାଯାଇଛି ।
କ୍ରିକେଟର ଝିଅଙ୍କୁ ଦୁଷ୍କର୍ମ ଧମକ ଘଟଣା: ନାବାଳକକୁ ଗିରଫ କଲା ଗୁଜୁରାଟ ପୋଲିସ - abuse at cricketer's daughter
ଗୁଜୁରାଟର କୁଚ୍ ଅଞ୍ଚଳର କପାୟା ଗାଁରୁ ସମ୍ପୃକ୍ତ ନାବାଳକକୁ ଗିରଫ କରିଛି ପୋଲିସ । ନାବାଳକ ଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି ।
![କ୍ରିକେଟର ଝିଅଙ୍କୁ ଦୁଷ୍କର୍ମ ଧମକ ଘଟଣା: ନାବାଳକକୁ ଗିରଫ କଲା ଗୁଜୁରାଟ ପୋଲିସ କ୍ରିକେଟର ଝିଅଙ୍କୁ ଦୁଷ୍କର୍ମ ଧମକ ଘଟଣା: ଜଣେ ନାବାଳକକୁ ଗିରଫ କଲା ଗୁଜୁରାଟ ପୋଲିସ](https://etvbharatimages.akamaized.net/etvbharat/prod-images/768-512-9140277-thumbnail-3x2-acac.jpg)
କ୍ରିକେଟର ଝିଅଙ୍କୁ ଦୁଷ୍କର୍ମ ଧମକ ଘଟଣା: ଜଣେ ନାବାଳକକୁ ଗିରଫ କଲା ଗୁଜୁରାଟ ପୋଲିସ
ଗୁଜୁରାଟର କୁଚ୍ ଅଞ୍ଚଳର କପାୟା ଗାଁରୁ ସମ୍ପୃକ୍ତ ନାବାଳକକୁ ଗିରଫ କରିଛି ପୋଲିସ । ନାବାଳକ ଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । କୁଚ ପୋଲିସର ସୂଚନାନୁସାରେ ସେ ବଳାତ୍କାର ଧମକ ଦେଇଥିବା ସ୍ୱୀକାର କରିଛି । ଖବର ଅନୁଯାୟୀ ତାଙ୍କୁ ରାଞ୍ଚି ପୋଲିସକୁ ହସ୍ତାନ୍ତର କରାଯିବ। ।
ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2020ରେ ଲଗାତାର ମ୍ୟାଚ ହାରିବା ପରେ ସୋସିଆଲ ମିଡିଆରେ ଦୁର୍ବ୍ୟବହାର ତଥା ଧମକ ଦେଇଥିଲା ଉକ୍ତ ନାବାଳକ ।