ଶାରଜା: ଦୁବାଇର ଶାରଜା ଠାରେ ଆଇପିଏଲର 13 ତମ ସିଜନର 46 ତମ ମ୍ୟାଚ୍ରେ କିଙ୍ଗସ ଏକାଦଶ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି । ଯେଉଁଥିରେ ଟସ ଜିତିବା ପରେ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଆଇପିଏଲ 2020: ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି - ଆଇପିଏଲ୍ 2020
ଟସ୍ ଜିତିବା ପରେ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ:

ଆଇପିଏଲ୍ 2020: ଟସ୍ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି
ଏହାପୂର୍ବରୁ ଶାରଜା ଠାରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଟସ୍ ଜିତିବା ପରେ ବୋଲିଂ ଚୟନ କରୁଥିବା ଦଳ ଏହାର ଫାଇଦା ନେଇଛନ୍ତି ।
- କିଙ୍ଗସ ଏକାଦଶ ପଞ୍ଜାବ ଏକାଦଶ: କେଏଲ୍ ରାହୁଲ, ମନଦୀପ ସିଂ, କ୍ରିସ୍ ଗେଲ, ନିକୋଲାସ ପୁରାଣ, ଗ୍ଲେନ ମ୍ୟାକ୍ସୱେଲ, ଦୀପକ ହୁଡା, କ୍ରିସ ଜୋର୍ଡାନ, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦ ସିଂ ।
- କୋଲକାତା ନାଇଟ୍ ରାଇଡର୍ସ ଏକାଦଶ:ଶୁଭମନ ଗିଲ, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ଇଓନ ମୋର୍ଗାନ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ୍, କମଲେଶ ନାଗରକୋଟି, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ ।