ଓଡିଶା

odisha

KKR vs RR: ପ୍ରଥମେ ବୋଲିଂ କରିବ ରାଜସ୍ଥାନ

By

Published : Sep 30, 2020, 7:22 PM IST

କୋଲକତା ନାଇଟ ରାଇଡର୍ସକୁ ଭେଟୁଛି ରାଜସ୍ଥାନ ରୟାଲ୍ସ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରାଜସ୍ଥାନ ।

KKR vs RR: ପ୍ରଥମେ ବୋଲିଂ କରିବ ରାଜସ୍ଥାନ
KKR vs RR: ପ୍ରଥମେ ବୋଲିଂ କରିବ ରାଜସ୍ଥାନ

ଦୁବାଇ: ଆଜି ଆଇପିଏଲର ଦ୍ବାଦଶ ମ୍ୟାଚ । କୋଲକତା ନାଇଟ ରାଇଡର୍ସକୁ ଭେଟୁଛି ରାଜସ୍ଥାନ ରୟାଲ୍ସ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରାଜସ୍ଥାନ ।

ବଡ ଗ୍ରାଉଣ୍ଡ ଯୋଗୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା କହିଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ ସ୍ମିଥ । ସେହିପରି ପ୍ରଥମେ ବ୍ୟାଟିଂକୁ ସ୍ବାଗତ କରିଛନ୍ତି କୋଲକତା ଅଧିନାୟକ ଦିନେଶ କାର୍ତ୍ତିକ ।

  • କୋଲକାତା ନାଇଟ୍ ରାଇଡର୍ସ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ସୁନୀଲ ନାରିନ, ନୀତୀଶ ରାଣା, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ, ପ୍ୟାଟ କୁମିନ୍ସ, ଶିବମ ମାଭି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, କମଲେଶ ନାଗାର୍କୋଟି ।
  • ରାଜସ୍ଥାନ ରୟାଲ୍ସ ଚୂଡାନ୍ତ ଏକାଦଶ: ଜସ୍ ବଟଲର୍, ଷ୍ଟିଭ ସ୍ମିଥ୍, ସଞ୍ଜୁ ସାମସନ୍, ରବିନ୍ ଉଥାପ୍ପା, ରିୟାନ୍ ପାରାଗ, ରାହୁଲ ତେୱାଟିଆ, ଜୋଫ୍ରା ଆର୍ଚର, ଟମ କୁରାନ, ଶ୍ରେୟାସ ଗୋପାଳ, ଅଙ୍କିତ ରାଜପୁତ, ଜୟଦେବ ଉନାଦକାଟ ।

ABOUT THE AUTHOR

...view details