ଆବୁଧାବି:ଆଜି ଆଇପିଏଲର 2ୟ କ୍ବାଲିଫାୟର ମ୍ୟାଚ । ଦିଲ୍ଲୀ ଆଗରେ ହାଇଦ୍ରାବାଦ ଚାଲେଞ୍ଜ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟାସ ଆୟର । ଅନ୍ୟପଟେ ପ୍ରଥମେ ବୋଲିଂ କରିବା ପାଇଁ ଖୁସି ଥିବା କହିଛନ୍ତି ହାଇଦ୍ରବାଦ ଅଧିନାୟକ ।
ତେବେ ହାଇଦ୍ରାବାଦ ଦଳରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ଦିଲ୍ଲୀ ଏକାଦଶରେ ସିମରନ ହେଟମାୟର ଓ ପ୍ରବୀଣ ଦୁବେ ସ୍ଥାନ ପାଇଛନ୍ତି ।