ହାଇଦ୍ରାବାଦ:ଆସନ୍ତା ୧୦ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି୨୦ ବିଶ୍ବକପ । ସମସ୍ତ ଦଳଗୁଡିକ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଗ୍ରୁପ Aରେ ରହିଛି । ଏହା ସହିତ ଆୟୋଜକ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଶ୍ରୀଲଙ୍କା କ୍ରିକେଟ ଟିମ୍ ରହିଛି । ସେହିପରି ଗ୍ରୁପ Bରେ ରହିଛି ଟିମ୍ ଇଣ୍ଡିଆ । ଏହା ସହିତ ପାକିସ୍ତାନ, ଇଂଲଣ୍ଡ, ଆୟରଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଟିମ ରହିଛି । ତେବେ ନଜର ପକାନ୍ତୁ ମହିଳା ଟି୨୦ ବିଶ୍ବକପର ବିଭିନ୍ନ ଦଳର ସ୍କ୍ବାଡମାନଙ୍କ ଉପରେ ।
ଅଷ୍ଟ୍ରେଲିଆ ଟିମ୍ : ମେଗ ଲେନିଙ୍ଗ (ଅଧିନାୟିକା), ଏଲିସା ହୋଲି ( ୱିକେଟ କିପର ), ଡାର୍ସି ବ୍ରାଉନ, ଏସରେଘ ଗାର୍ଡନର, କିମ ଗର୍ଥ, ହିଥର ଗ୍ରାହମ, ଗ୍ରେସ ହୈରିସ, ଜେସ ଜୋନାସେନ, ଅଲାନା କିଙ୍ଗ, ତାହଲିଆ ମ୍ୟାକଗ୍ରେଥ, ବେଥ ମୁନୀ, ଏଲିସ ପେରୀ, ମେଗନ ଶୁଟ, ଏନାବୋଲ ସଦରଲାଣ୍ଡ, ଜୋର୍ଜିୟା ବେୟରହୈମ ।
ନ୍ୟୁଜିଲାଣ୍ଡ ଟିମ : ସୋଫି ଡିଭାଇନ (ଅଧିନାୟିକା), ସୁଜି ବେଟ୍ସ, ବର୍ଣ୍ଣାଡାଇନ ବେଜୁଇଡେନହୋଟ, ଏଡେନ କାର୍ସନ, ଲୋରିନ ଡାଉନ, ମୈଡି ଗ୍ରୀନ, ବ୍ରୁକ ହୋଲିଡେ, ହେଲେ ଜେନ୍ସେନ, ଫ୍ରାନ ଜୋନାସ, ଓମେଲିଆ କେର, ଜେସ କେର, ମୌଲୀ ପେନଫୋଲ୍ଡ, ଜୋର୍ଜିୟା ପ୍ଲିମର, ହନ୍ନା ରୋୱେ, ଲୀ ତାହୁହୁ ।
ଦକ୍ଷିଣ ଆଫ୍ରିକା ଟିମ : ଏନେରୀ ଡର୍କ୍ସନ, ମାରିଜୈନ କପ୍ପ, ଲାରା ଗୁଡୋଲ, ଅୟବୋଙ୍ଗା ଖାକା, କ୍ଲୋ ଟ୍ରାୟୋନ, ନାଦିନ ଡି କ୍ଲାର୍କ, ଶବନମ ଇସ୍ମାଇଲ, ତଜମିନ ବ୍ରିଟ୍ସ, ମସାବାଟା କ୍ଲାସ, ଲୌରା ବୋଲ୍ବାଇର୍ଡଟ, ସିନାଲୋ ଜାଫ୍ତା, ନୋନକୁଲୁଲୋକୋ ମ୍ଲାବା, ସୁନେ ଲୁସ(ଅଧିନାୟିକା), ଏନେକ ବୋସ, ଡେଲ୍ମି ଟକର ।
ବାଂଲାଦେଶ ଦଳ : ନିଗାର ସୁଲତାନ ଜୋଟି(ଅଧିନାୟିକା), ମାରୁଫା ଅଖତର, ଫହିମା ଖାତୁନ, ସଲମା ଖାତୁନ, ଜହାଁଆରା ଆଲମ, ଶମିମା ସଲତାନା, ରୁମାନା ଅହମଦ, ଲତା ମଣ୍ଡଳ, ଶୋରନା ଅଖତର, ନାହିଦା ଅଖତର, ମୁର୍ସିଦା ଖାତୁନ, ରିତୁ ମୋନି, ଦିଶା ବିଶ୍ବାସ, ସୋଭନା ସୋସ୍ତରୀ, ଫରଗନା ହକ କନିଷ୍ଠା ।
ଶ୍ରୀଲଙ୍କା ଦଳ : ଚମାରୀ ଅଥାପଥୁ (ଅଧିନାୟିକା), ଓସାଦୀ ରଣସିନ୍ଧେ, ହର୍ସିତା ସମରବିକ୍ରମା, ନିଲାକ୍ଷୀ ଡି ସିଲଭା, କବିଶା ଦିଲହାରୀ, ଅନୁଷ୍କା ସଞ୍ଜିବନୀ, କୌଶିନୀ ନୁଥ୍ୟଙ୍ଗାନା, ମାଲଶା ଶୋହାନୀ, ଇନୋକା ରଣବୀରା, ସୁହନ୍ଧିକା କୁମାରୀ, ଅଚିନୀ କୁଲସୁରିୟା, ବିସ୍ମି ଗୁଣରତ୍ନେ, ତାରିକା ସୱଣ୍ଡୀ, ଅମା କଞ୍ଚନା, ସତ୍ୟା ସନ୍ଦିପନୀ ।
ଟିମ ଇଣ୍ଡିଆ ସ୍କ୍ବାଡ୍ :ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ସେଫାଳି ବର୍ମା, ୟସ୍ତିକା ଭାଟିଆ, ଋଚା ଘୋଷ, ଜେମିମା ରେଡ୍ରିଗସ, ହରଲୀନ ଦେଓଲ, ଦିପ୍ତି ଶର୍ମା, ଦେବୀକା ବୈଦ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳୀ ସରବାନୀ, ପୂଜା ବସ୍ତ୍ରାକର, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ସବଭିନେନୀ ମେଘନା, ସ୍ନେହା ରଣା, ମେଘନା ସିଂହ ।
ପାକିସ୍ତାନ ଟିମ : ବିସ୍ମାହ ମାରୁଫ(ଅଧିନାୟିକା), ଏମେନ ଅନବର, ଆଲିୟା ରିୟାଜ, ଆୟେଶା ନସିମ, ସଦକ ଶମାସ, ଫତିମା ସନା, ଜବେରିୟା ଖାନ, ମୁନିବା ଅଲୀ, ନଶରା ସିନ୍ଧୁ, ନିଦା ଡାର, ଓମାଇମା ସୋହେଲ, ସାଦିୟା ଇକବାଲ, ସିଦରା ଅମୀନ, ସିଦରା ନବାଜ, ତୁବା ହସନ, ଗୁଲାମ ଫାତିମା, କାୟନାତ ଇମ୍ତିୟାଜ ।
ଇଂଲଣ୍ଡ ଟିମ : ହୀଥର ନାଇଟ(ଅଧିନାୟିକା), ଲୋରେନ ବେଲ, ମୈୟା ବାଉଚିୟର, କୈଥରୀନ ବ୍ରଣ୍ଟ, ଏଲିସା କୈପ୍ସୀ, କେଟ କ୍ରୋସ, ଫ୍ରେୟା ଡେବିସ, ଚାର୍ଲି ଡୀନ, ସୋଫିୟା ଡଙ୍କଲେ, ସୋଫୀ ଏକ୍ଲେଷ୍ଟୋନ, ସାରା ଗ୍ଲେନ୍, ଏମି ଜୋନ୍ସ, ନୈଟ ସାଇବର, ଲୋରିନ ବିନଫିଲ୍ଡ-ହୀନ, ଡୈନୀ ବ୍ୟାଟ, ଇସ୍ସି ବୋଙ୍ଗ, ଦାନୀ ଗିବ୍ସନ ।
ୱେଷ୍ଟ ଇଣ୍ଡିଜ୍ ଟିମ :ହେଲେ ମୈଥ୍ୟୁଜ(ଅଧିନାୟିକା), ଶେମନ କୈମ୍ପବେଲ, ଆଲିୟା ଏଲିନ, ଶାମିଲିୟା କୋନେଲ, ଅଫି ଫ୍ଲେଚର, ଶବିକା ଗଜନବୀ, ଚିନେଲେ ହେନେରୀ, ଟ୍ରିଶନ ହୋଲ୍ଡର, ଜୈଦା ଜେମ୍ସ, ଜିନାବା ଜୋସେଫ, ଚେଡିୟନ ନେଶନ, କରିସ୍ମା ରାମହରୈକ, ଶକିରା ସେଲମୈନ, ସ୍ଟେଫନୀ ଟେଲର, ରଶଦା ବିଲିୟମ୍ସ ।
ଆୟରଲାଣ୍ଡ ଟିମ : ଲୌରା ଡେଲାନୀ(ଅଧିନାୟିକା), ଜୋର୍ଜିନା ଡେମ୍ପସେ, ଏମି ହଣ୍ଟର, ଶୌନା କବନଘ, ଅର୍ଲିନ କେଲୀ, ଗେବୀ ଲୁଇସ, ଲୁଇସ ଲିଟିଲ, ସୋଫୀ ମୈକମୋହନ, ଜେନ ମୈଗୁହରେ, କାରା ମରେ, ଲିଆହ ପୋଲ, ଓର୍ଲା ପ୍ରେଣ୍ଡରଗୈଶଷ୍ଟ, ଆଇମର ରିଚାର୍ଡସନ, ରେବେକା ସ୍ଟୋକେଲ, ମେରୀ ବାଲ୍ଡୋନ ।