ଓଡିଶା

odisha

ETV Bharat / sports

କମେଣ୍ଟ୍ରୀ କରୁଥିବାବେଳେ ରିକି ପଣ୍ଟିଂଙ୍କୁ ହୃଦଘାତ, ମେଡିକାଲରେ ଭର୍ତ୍ତି - ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ରିକି ପଣ୍ଟିଂ

ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ରିକି ପଣ୍ଟିଂ ଅସୁସ୍ଥ । ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଟେଷ୍ଟ ମ୍ୟାଚ ସମୟରେ କମେଣ୍ଟ୍ରୀ କରୁଥିବାବେଳେ ହୃଦଘାତର ଶିକାର । ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

କମେଣ୍ଟାରୀ କରୁଥିବାବେଳେ ରିକି ପଣ୍ଟିଂଙ୍କୁ ହୃଦଘାତ, ମେଡିକାଲରେ ଭର୍ତ୍ତି
କମେଣ୍ଟାରୀ କରୁଥିବାବେଳେ ରିକି ପଣ୍ଟିଂଙ୍କୁ ହୃଦଘାତ, ମେଡିକାଲରେ ଭର୍ତ୍ତି

By

Published : Dec 2, 2022, 7:29 PM IST

Updated : Dec 2, 2022, 7:38 PM IST

ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ରିକି ପଣ୍ଟିଂ ଅସୁସ୍ଥ । ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଟେଷ୍ଟ ମ୍ୟାଚ ସମୟରେ କମେଣ୍ଟ୍ରୀ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ପଣ୍ଟିଂ । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି । ଏହି ସମୟରେ ସେଠାରେ ପୂର୍ବତନ ଅଷ୍ଚ୍ରେଲିୟ କ୍ରିକେଟର ତଥା ଅଧିନାୟକ ରିକି ପଣ୍ଟିଂ କମେଣ୍ଟ୍ରୀ କରୁଥିଲେ । ତେବେ ଏହି ସମୟରେ ହଠାତ ହୃଦଘାତର ଶିକାର ହୋଇଥିଲେ ରିକି ପଣ୍ଟିଂ । ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2022, 7:38 PM IST

ABOUT THE AUTHOR

...view details