ବେଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ନେତୃତ୍ବ ନେବେ ଫାଫ ଡୁପ୍ଲେସିସ୍ । ଶନିବାର ଆରସିବି ଫ୍ରାଞ୍ଚାଇଜ ନିଜର ଅଫିସିଆଲ ଟ୍ବିଟ୍ର ଜରିଆରେ ଏହି ଘୋଷଣା କରିଛି ।
IPL 2022: ଡୁପ୍ଲେସିସ୍ ହେଲେ RCBର ନୂଆ କ୍ୟାପେଟନ୍ - ଆଇପିଏଲ ୨୦୨୨
ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର(RCB) ନେତୃତ୍ବ ନେବେ ଫାଫ ଡୁପ୍ଲେସିସ୍ । ଶନିବାର ଆରସିବି ଫ୍ରାଞ୍ଚାଇଜ ନିଜର ଅଫିସିଆଲ ଟ୍ବିଟ୍ର ଜରିଆରେ ଏହି ଘୋଷଣା କରିଛି । ଅଧିକ ପଢନ୍ତୁ
IPL 2022: ଫାଫ୍ ଡୁପ୍ଲେସିସ୍ RCB କ୍ୟାପେଟନ୍
ପୂର୍ବରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରହିଥିଲେ । ମାତ୍ର ଗତ ସେପ୍ଟେମ୍ବରରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ