EngvsInd, 3rd test: 2 ଘଣ୍ଟାରେ ଅଲଆଉଟ ଟିମ୍ ଇଣ୍ଡିଆ, ସିରିଜ 1-1ରେ ବରାବର - ଲିଡସ ଟେଷ୍ଟରେ ଭାରତର ପରାଜୟ
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ଏକ ଇନିଂସ ଓ ୭୬ ରନରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି ବିରାଟ ବ୍ରିଗେଡ୍ । ଅଧିକ ପଢନ୍ତୁ...
EngvsInd, 3rd test: 2 ଘଣ୍ଟାରେ ଅଲଆଉଟ ଟିମ୍ ଇଣ୍ଡିଆ, ସିରିଜ 1-1ରେ ବରାବର
ଲଣ୍ଡନ:ଖେଳ ଆରମ୍ଭର ଦୁଇ ଘଣ୍ଟା ନପୁରୁଣୁ ଅଲଲାଉଟ୍ ହେଲା ଟିମ୍ ଇଣ୍ଡିଆ । ମାତ୍ର 63 ରନରେ 8ଟି ଓ୍ବିକେଟ ହରାଇଲା କୋହଲି ବ୍ରିଗେଡ୍ । ଏକ ଇନିଂସ ଏବଂ 76 ରନରେ ହାରିଲା 3ୟ ଟେଷ୍ଟ । ସିରିଜ 1-1ରେ ବରାବର ।
ଚତୁର୍ଥ ଦିନ ଆରମ୍ଭରୁ ଝଟକା ଖାଇଥିଲା ଭାରତ । ପୂଜାରା ଓଭରନାଇଟ ସ୍କୋରରେ କୌଣସି ରନ ନଯୋଡି ଆଉଟ ହୋଇଥିଲି । ପରେ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ବି ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । କୋହଲି ବ୍ୟକ୍ତିଗତ 55 ରନ କରି ଆଉଟ ହୋଇଥିଲା ।