ଓଡିଶା

odisha

ETV Bharat / sports

ବେଳେବେଳେ ଶ୍ରେଷ୍ଠ ବି ପରାସ୍ତ ହୁଏ: ବାଇଚୁଙ୍ଗ ଭୁତିଆ

ପୂର୍ବତନ ଭାରତୀୟ ଫୁଟବଲ ଦଳର କ୍ୟାପଟେନ ବାଇଚୁଙ୍ଗ ଭୁତିଆ ଟିମ ଇଣ୍ଡିଆର ସାଥ ଦେଇଛନ୍ତି । ବେଳେବେଳେ ଶ୍ରେଷ୍ଠ ଦଳ ମଧ୍ୟ ପରାଜିତ ହୁଏ ବୋଲି ସେ କହିଛନ୍ତି ।

By

Published : Jul 12, 2019, 9:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଫୁଟବଲ ଦଳର କ୍ୟାପଟେନ ବାଇଚୁଙ୍ଗ ଭୁତିଆ ଟିମ ଇଣ୍ଡିଆର ସାଥ ଦେଇଛନ୍ତି । ବେଳେବେଳେ ଶ୍ରେଷ୍ଠ ଦଳ ମଧ୍ୟ ପରାଜିତ ହୁଏ ବୋଲି ସେ କହିଛନ୍ତି । ବିଶ୍ବକପରେ ଭାରତର ପ୍ରଦର୍ଶନକୁ ବାଇଚୁଙ୍ଗ ଭୁତିଆ ଶ୍ରେଷ୍ଠ ପ୍ରଦର୍ଶନ କହିଛନ୍ତି । ତେବେ ଖେଳରେ ଏମିତି ହୁଏ । ଆମେ ଭାରତୀୟ ପଛକୁ ଫେରି ନ ଚାହିଁ ଆଗକୁ ବଢିବା ଜରୁରୀ । ଏମିତି କିଛି ଶବ୍ଦ ଟିମ ଇଣ୍ଡିଆ ଉଦ୍ଦେଶ୍ୟରେ ସେ କହିଛନ୍ତି ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବି ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆ ସେମିଫାଇନାଲରେ ପରାଜିତ ହୋଇଛି । 3ୟ ଥର ପାଇଁ ବିଶ୍ବକପ ଚମ୍ପିଆନ ହେବା ସ୍ବପ୍ନ ପୂରଣ ହେବାକୁ ଆଉ 4 ବର୍ଷ ଅପେକ୍ଷା କରିବାକୁ ହେବ । ମ୍ୟାଚ ପରେ କ୍ୟାପଟେନ ବିରାଟ ମାତ୍ର 45 ମିନିଟର ଖରାପ କ୍ରିକେଟ ପାଇଁ ସହଜ ମ୍ୟାଚ କଷ୍ଟ ହୋଇଗଲା ବୋଲି ସ୍ପଷ୍ଟ କରିଥିଲେ ।

ABOUT THE AUTHOR

...view details