ଓଡିଶା

odisha

ETV Bharat / sports

ବିଶ୍ବକପ: ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି - west indies

ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ହେଉଛି ଆଜିର ଲଢେଇ । ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 31, 2019, 3:29 PM IST

ନଟିଂହମ: ଆଇସିସି କ୍ରିକେଟ ବିଶ୍ବକପ 2019ର ଦ୍ବିତୀୟ ମ୍ୟାଚ ଟ୍ରେଣ୍ଟବ୍ରିଜରେ ଖେଳାଯାଉଛି । ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ହେଉଛି ଆଜିର ଲଢେଇ । ଏହାକୁ ପେସ ବନାମ ପାୱାର ମଧ୍ୟ କୁହାଯାଉଛି । ଟସ ଜିତିଥିଲେ ୱେଷ୍ଟଇଣ୍ଡିଜର କ୍ୟାପଟେନ ଜେସନ ହୋଲ୍ଡର । ତେବେ ପିଚ ବ୍ୟାଟିଂ ଅନୁକୁଳ ଥିବାରୁ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ୱେଷ୍ଟଇଣ୍ଡିଜ ।

ୱେଷ୍ଟଇଣ୍ଡିଜ ଦଳ: କ୍ରିସ ଗେଲ, ସାଇ ହୋପ(ୱିକେଟକିପର), ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ଆଣ୍ଡ୍ରେ ରସେଲ, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, କାର୍ଲୋସ ବାର୍ଥୱେଟ ।

ପାକିସ୍ତାନ ଦଳ: ଫକର ଜମନ, ଇମାମ-ଉଲ-ହକ, ବାବାର ଆଜମ, ହାରିସ ସୋହେଲ, ସର୍ଫରାଜ ଅହମ୍ମଦ(କ୍ୟାପଟେନ/ୱିକେଟକିପର), ମହମ୍ମହ ହାଫିଜ, ଇମାଦ ୱାସିମ, ସଦାବ ଖାନ, ମହମ୍ମଦ ଆମିର, ହାସନ ଅଲ୍ଲୀ, ୱାହାବ ରିଆଜ ।

ABOUT THE AUTHOR

...view details