ବର୍ମିଂହାମ: ଆଜି ବିଶ୍ବକପରେ ଭାରତ-ବାଂଲାଦେଶ ମଧ୍ୟରେ ମୁକାବଲା ହେଉଛି । ଆଜିର ଭାରତୀୟ ଦଳରେ 4ଜଣ ୱିକେଟ କିପର ବ୍ୟାଟ୍ସମ୍ୟାନ ଖେଳୁଛନ୍ତି । ମହେନ୍ଦ୍ର ସିଂ ଧୋନି, ଲୋକେଶ ରାହୁଲ, ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକ ସମସ୍ତେ ୱିକେଟ କିପର ।
ବିଶ୍ବକପ: ଭାରତୀୟ ଦଳରେ 4ଜଣ ୱିକେଟ କିପର ! - BANGLADESH
ଆଜି ବିଶ୍ବକପରେ ଭାରତ-ବାଂଲାଦେଶ ମଧ୍ୟରେ ମୁକାବଲା ହେଉଛି । ଆଜିର ଭାରତୀୟ ଦଳରେ 4ଜଣ ୱିକେଟ କିପର ବ୍ୟାଟ୍ସମ୍ୟାନ ଖେଳୁଛନ୍ତି ।
![ବିଶ୍ବକପ: ଭାରତୀୟ ଦଳରେ 4ଜଣ ୱିକେଟ କିପର !](https://etvbharatimages.akamaized.net/etvbharat/prod-images/768-512-3724912-thumbnail-3x2-wc.jpeg)
ଫଟୋ ସୌଜନ୍ୟ: ଡିଜାଇନ ଫଟୋ
ଭାରତୀୟ ଦଳ ସେମିଫାଇନାଲର ଦ୍ବାରଦେଶରେ ରହିଛି । ଆଜିର ମ୍ୟାଚ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।
ତେବେ ଆହତ କାରଣ ଭାରତ ପାଇଁ ଆହ୍ବାନ ପାଲଟିଛି । ଓପନର ଶିଖର ଧାୱନ ଓ ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ବକପରୁ ବାଦ ପଡିସାରିଛନ୍ତି । ଏପରି ସ୍ଥିତିରେ ଭାରତୀୟ ଦଳରେ ଚୁଡାନ୍ତ ଏକାଦଳରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।
Last Updated : Jul 2, 2019, 7:21 PM IST