ଓଡିଶା

odisha

ETV Bharat / sports

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା - BCCI announced Team India SQuad

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-20 ସିରିଜ ପାଇଁ ପୂର୍ବପରି କ୍ୟାପଟେନ ରହିଛନ୍ତି ବିରାଟ କୋହଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

By

Published : Jul 21, 2019, 3:11 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-20 ସିରିଜ ପାଇଁ ପୂର୍ବପରି କ୍ୟାପଟେନ ରହିଛନ୍ତି ବିରାଟ କୋହଲି ।
2ଟି ଟେଷ୍ଟ, 3ଟି ଦିନିକିଆ ଓ 3ଟି ଟି-20 ମ୍ୟାଚ ପାଇଁ ଖେଳାଳି ଚୟନ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ), ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତ୍ତେଶ୍ବର ପୁଜାରା, ହନୁମା ବିହାରି, ରୋହିତ ଶର୍ମା, ରିଷଭ ପନ୍ତ(ୱିକେଟ କିପର), ରିଦ୍ଧିମାନ ଶାହା(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, କୁଲଦିପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ ବୁମ୍ରା, ଉମେଶ ଯାଦବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ରିଷଭ ପନ୍ତ(ୱିକେଟ କିପର), କ୍ରୁନାଲ ପାଣ୍ଡ୍ୟା, ୱାସିଙ୍ଗଟନ ସୁନ୍ଦର, ରାହୁଲ ଚହର, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଦିପକ ଚହର, ନବଦୀପ ସୈନି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଟି-20 ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଆୟର, କ୍ରୁନାଲ ପାଣ୍ଡ୍ୟା, ୱାସିଙ୍ଗଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଦିପକ ଚହର, ନବଦୀପ ସୈନି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ABOUT THE AUTHOR

...view details