ଓଡିଶା

odisha

ETV Bharat / sports

ଆୱାର୍ଡ ପାଇଁ ବୁମରାଙ୍କୁ ଯୁବରାଜଙ୍କ ଟ୍ରୋଲ - ବୁମରା ଯୁବରାଜ ନ୍ୟୁଜ

ବର୍ଷ 2019ରେ ଦମଦାର ପ୍ରଦର୍ଶନ ପାଇଁ ଜଶପ୍ରୀତ ବୁମରାଙ୍କୁ ପୋଲି ଉମ୍ରିଗର ଆୱାର୍ଡ ମିଳିଛି । ଏହାପରେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବୁମ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ରୋଲ କରିଛନ୍ତି ।

Yuvraj Singh trolls Jasprit Bumrah
ବୁମରାଙ୍କୁ ଯୁବରାଜଙ୍କ ଟ୍ରୋଲ

By

Published : Jan 13, 2020, 2:21 PM IST

ମୁମ୍ବାଇ: ବର୍ଷ 2019ରେ ଦମଦାର ପ୍ରଦର୍ଶନ ପାଇଁ ଜଶପ୍ରୀତ ବୁମରାଙ୍କୁ ପୋଲି ଉମ୍ରିଗର ଆୱାର୍ଡ ମିଳିଛି । 2018-19 ସିଜିନରେ ପ୍ରଭାବି ବୋଲିଂ ପ୍ରଦର୍ଶନ ପାଇଁ ଦିଲ୍ଲୀପ ସାରଦେଶାଇ ଆୱାର୍ଡ ମଧ୍ୟ ମିଳିଛି । ଏହାପରେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବୁମ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ମଜାଳିଆ ଅନ୍ଦାଜରେ ଯୁବି ବୁମରାଙ୍କୁ ଟ୍ରୋଲ କିରଛନ୍ତି । ଯଶି ଟିକେ ହସିଦିଅ "ତୁମ ଟ୍ରଫି କେହି ନେଇଯିବେନି" ବୋଲି ବୁମରାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯୁବରାଜ । ମଜାକ ଛଡା ଅନେକ ଅନେକ ଶୁଭେଚ୍ଛା ।

ବୁମରାଙ୍କୁ ଯୁବରାଜଙ୍କ ଟ୍ରୋଲ
ଟିମ ଇଣ୍ଡିଆର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ତଥା 2011 ବିଶ୍ବକପ ହିରୋ ଯୁବରାଜ ସିଂହ 40ଟି ଟେଷ୍ଟ, 304ଟି ଦିନିକିଆ 58 ଟି20 ମ୍ୟାଚ ଖେଳିଛନ୍ତି ।

ABOUT THE AUTHOR

...view details