ଓଡିଶା

odisha

ETV Bharat / sports

ବିଶ୍ବକପ: ଖରାପ ସ୍ଥିତିରେ ନ୍ୟୁଜିଲାଣ୍ଡ, ପାଭେଲିୟନ ଫେରିଲେ ୱିଲିୟମସନ

। ଭାରତୀୟ ବୋଲିଂ ଆଟାକ୍‌ରେ ଟଳମଳ ହୋଇପଡୁଛି କିୱି ଦଳର ବ୍ୟାଟିଂ ଲାଇନ ଅର୍ଡର । ଭାରତ ପକ୍ଷରୁ ବୁମରା, ଜାଡେଜା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

By

Published : Jul 9, 2019, 6:10 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମାଞ୍ଚେଷ୍ଟର: ବିଶ୍ବକପ ପ୍ରଥମ ସେମିଫାଇନାଲରେ ଚାଲିଛି ଭାରତୀୟ ବୋଲରଙ୍କ ଯାଦୁ । ଭାରତୀୟ ବୋଲିଂ ଆଟାକ୍‌ରେ ଟଳମଳ ହୋଇପଡୁଛି କିୱି ଦଳର ବ୍ୟାଟିଂ ଲାଇନ ଅର୍ଡର । ଦଳର ଅପ ଅର୍ଡର ସେମିତି କିଛି କରାମତି ଦେଖାଇ ପାରିନାହାନ୍ତି । ତେବେ କିଓ୍ବି ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଓ୍ବିଲିୟମସନ୍ 67ରନ କରି ପାଭେଲିୟନ ଫେରିଛନ୍ତି ।

ରିପୋର୍ଟ ଲେଖାଯିବା ସୁଦ୍ଧା, 38 ଓଭରରେ 3 ୱିକେଟ ହାରାଇ 146 ରନ କରିଛି ନ୍ୟୁଜିଲାଣ୍ଡ ଦଳ । ଭାରତ ପକ୍ଷରୁ ବୁମରା, ଜାଡେଜା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

For All Latest Updates

ABOUT THE AUTHOR

...view details