ଓଡିଶା

odisha

ETV Bharat / sports

ଲକଡାଉନ ପରେ ପ୍ରଥମେ ଡିନରପାର୍ଟିରେ ଯିବେ ୱାସିମ ଜାଫର - ଡିନରପାର୍ଟିରେ ଯିବେ ୱାସିମ ଜାଫର

କୋରୋନା ଭାଇରସ ଲକଡାଉନ ଅବଧି ଶେଷ ହେଲେ ପରିବାର ସହ ରାତ୍ରଭୋଜନ ପାଇଁ ଯିବେ ୱାସିମ ଜାଫର । ଭେଟେରାନ କ୍ରିକେଟର ୱାସିମ ଜାଫର ଏନେଇ ନିଜେ ଖୁଲାସା କରିଛନ୍ତି ।

Will go out for dinner with family, first thing after lockdown lifts, says Wasim Jaffer
ଲକଡାଉନ ପରେ ପ୍ରଥମେ ଡିନରପାର୍ଟିରେ ଯିବେ ୱାସିମ ଜାଫର

By

Published : Apr 25, 2020, 2:36 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଲକଡାଉନ ଅବଧି ଶେଷ ହେଲେ ପରିବାର ସହ ରାତ୍ରଭୋଜନ ପାଇଁ ଯିବେ ୱାସିମ ଜାଫର । ଭେଟେରାନ କ୍ରିକେଟର ୱାସିମ ଜାଫର ଏନେଇ ନିଜେ ଖୁଲାସା କରିଛନ୍ତି ।

କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାରାଦେଶ ଲକଡାଉନରେ ରହିଛି । ସାମାଜିତ ଦୂରତ୍ବ ବଜାୟ ରଖିବା ଓ ସଙ୍ଗରୋଧରେ ରହିବାକୁ ସମସ୍ତଙ୍କୁ ସଚେତନ କରାଯାଉଛି । ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ବନ୍ଦ ଥିବାରୁ ସମସ୍ତ କ୍ରୀଡାବିତ ଘରେ ରହିଛନ୍ତି ।

ଦୀର୍ଘ ଦୁଇ ଦଶନ୍ଧିର କ୍ରିକେଟ କ୍ୟାରିୟରରୁ ମାର୍ଚ୍ଚ 7ରେ ଅବସର ନେଇଥିଲେ ଭେଟେରାନ ୱାସିମ ଜାଫର । ଭାରତ ପକ୍ଷରୁ 31 ଟି ଟେଷ୍ଟ ଖେଳି 1944 ରନ ସଂଗ୍ରହ କରିଛନ୍ତି ଜାଫର । ୱେଷ୍ଟଇଣ୍ଡିଜରେ ଦ୍ବିଶତକ ହାସଲ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କର ୱାସିମ ଜାଫର ରହିଛନ୍ତି ।

ABOUT THE AUTHOR

...view details