ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟ ଇଣ୍ଡିଜର ସୀମିତ ଓଭରର ଅଧିନାୟକ କିରଣ ପୋଲାର୍ଡ କମାଲ୍ କରିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ଗୋଟିଏ ଓଭରରେ 6ଟି ଛକା ମାରିଥିବା 3ୟ ଖେଳାଳି ପାଲଟିଛନ୍ତି ପୋଲାର୍ଡ ।
ଏହା ପୂର୍ବରୁ ଯୁବରାଜ ଓ ଗିବ୍ସ ଇଣ୍ଟରନ୍ୟାସନାଲ କ୍ରିକେଟରେ ଗୋଟିଏ ଓଭରରେ 6 ଛକା ମାରିଥିବାର ରେକର୍ଡ କରିଛନ୍ତି ।