ଚେନ୍ନାଇ: ଆଇପିଏଲର ମୁଖ୍ୟ ପ୍ରାୟୋଜକ ସ୍ଥାନକୁ ଫେରିଲା ଭିଭୋ । ଏନେଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ(ଆଇିପଏଲ)ର ଚେୟାରମ୍ୟାନ ବ୍ରିଜଶ ପଟେଲ ଘୋଷଣା କରିଛନ୍ତି ।
2021 ଆଇପିଏଲ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହେବ ଭିଭୋ ।
ଚେନ୍ନାଇ: ଆଇପିଏଲର ମୁଖ୍ୟ ପ୍ରାୟୋଜକ ସ୍ଥାନକୁ ଫେରିଲା ଭିଭୋ । ଏନେଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ(ଆଇିପଏଲ)ର ଚେୟାରମ୍ୟାନ ବ୍ରିଜଶ ପଟେଲ ଘୋଷଣା କରିଛନ୍ତି ।
2021 ଆଇପିଏଲ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହେବ ଭିଭୋ ।
ଆଇପିଏଲ ନିଲାମ ପ୍ରକ୍ରିୟାର ସ୍ବାଗତ ଭାଷଣ ବେଳେ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏହା ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟ ପ୍ରାୟୋଜକ ଭାବେ ଫେରୁଥିବା ଭିଭୋକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏଥିସହ ଆଇପିଏଲ ମ୍ୟାଚବେଳେ ଷ୍ଟାଡିୟମରେ ଦର୍ଶକ ଫେରିବେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ