ଓଡିଶା

odisha

ETV Bharat / sports

ବିରାଟ@31: ଜନ୍ମଦିନରେ ଜାଣନ୍ତୁ ବିରାଟଙ୍କ ବିଷୟରେ କିଛି ଅଜଣା ତଥ୍ୟ - ବିରାଟ କୋହଲି

ବିରାଟଙ୍କ ଜନ୍ମଦିନରେ କିଛି ବିରାଟଙ୍କ ବିଷୟରେ କିଛି ଅଜଣା ତଥ୍ୟକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ।

ଜନ୍ମଦିନରେ ଜାଣନ୍ତୁ ବିରାଟଙ୍କ ବିଷୟରେ କିଛି ଅଜଣା ତଥ୍ୟ

By

Published : Nov 5, 2019, 10:08 PM IST

ହାଇଦ୍ରାବାଦ: 31 ବର୍ଷରେ ପାଦ ଥାପିଛନ୍ତି ବିରାଟ । ଭାରତୀୟ ଯୁବପିଢିଙ୍କ ପ୍ରେରଣା ସାଜିଥବା କୋହଲିଙ୍କ ଆଜି ହେଉଛି ଜନ୍ମଦିନ। ଜନ୍ମଦିନରେ କିଛି ବିରାଟଙ୍କ ବିଷୟରେ କିଛି ଅଜଣା ତଥ୍ୟକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ।


ଜାଣନ୍ତୁ ସେହି ଅଜଣା ତଥ୍ୟ...

ଜନ୍ମଦିନରେ ଜାଣନ୍ତୁ ବିରାଟଙ୍କ ବିଷୟରେ କିଛି ଅଜଣା ତଥ୍ୟ
  • ପରିବାରରେ ସବୁଠାରୁ କନିଷ୍ଠ ହେଉଛନ୍ତି କ୍ୟାପ୍ଟେନ କୋହିଲ । ପିତା ପ୍ରେମ କୋହଲି ଓ ମା ସରୋଜ କୋହଲିଙ୍କ 3ଟି ସନ୍ତାନ । ବିରାଟଙ୍କ ବଡ ଭାଇ ହେଉଛୱନ୍ତି ବିକାଶ ଓ ଭଉଣୀ ଭାବନା କୋହଲି ।
  • ବିରାଟଙ୍କ ଫେଭରେଟ ବିଷୟ ଥିଲା ଇତିହାସ । ଦିଲ୍ଲୀ ସ୍ଥିତି ଭିଷାଲ ପବ୍ଲିକ ସ୍କୁଲର ଛାତ୍ର ଥିଲେ କ୍ୟାପ୍ଟେନ କୋହଲି ।
  • କୋହିଲଙ୍କୁ ପଞ୍ଜାବି ଗୀତ ପସନ୍ଦ । ମାତ୍ର ଫୋନର ସବୁବେଳେ ସେ ଶୁଫି ଗୀତ ଶୁଣିଥାନ୍ତି ।
  • ବିରାଟଙ୍କ ଫେଭରେଟ ଖାଦ୍ୟ ଜାପାନ ଦେଶ ଫୁଡ ।
  • କେବେ ମଟନ ବିରିୟାନିର ଭୋକିଲା ଥିବା ବିରାଟ, 2018 ମସିହାରୁ ସାକାହାରି ହୋଇଛନ୍ତି ।
  • କ୍ରିକେଟ ବ୍ୟତିତ କୋହଲିଙ୍କ ଏକ କପଡା ବ୍ୟବସାୟ ରହିଛି । ଯାହାର ସେ ନିଜେ ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି ।
  • ବିରାଟଙ୍କ ବାମ କାନ୍ଧରେ ଏକ ଟାଟ୍ଟୁ ରହିଛି । ଯାହା ତାଙ୍କ ସୁନ୍ଦରତାର ରାଜ ।
  • କୋହଲିଙ୍କ ପିଲା ଦିନର କୋଚଙ୍କ ନାମ ରାଜକୁମାର ଶର୍ମା ।
  • 2006ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ । ଯେଉଁଠି ପ୍ରଥମ ମ୍ୟାଚରେ ସେ 10 ରନ କରି ପାରିଥିଲେ ।
  • 2008, ଅଗଷ୍ଟ 18ରେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଥାତ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ।
  • ଶ୍ରୀଲଙ୍କା ବିପକ୍ଷରେ ସେ ପ୍ରଥମ ଶତକ ଯୋଡିଥିଲେ ।
  • କୋହିଲ ପ୍ରଥମ ଭାରତୀୟ ଖେଳାଳି ଭାବେ ବିଶ୍ବକପ ଡେବ୍ୟୁ ମ୍ୟଚରେ ଶତକ ମାରିଥିଲେ ।

ABOUT THE AUTHOR

...view details