କଟକ: ବିଜୟ ହଜାରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଜାରି । ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ମହାରାଷ୍ଟ୍ରକୁ 3 ୱିକେଟରେ ପରାସ୍ତ କରିଛି ଓଡିଶା । ତେବେ ଏହି ମ୍ୟାଚରେ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏହି ବିଜୟ ହାସଲ କରିଛି ଓଡିଶା । ଗତ ମ୍ୟାଚରେ ହିମାଚଳ ପ୍ରଦେଶକୁ 3 ରନରେ ମାତ ଦେଇଥିଲା ଟିମ ଓଡିଶା ।
ବିଜୟ ହଜାରେ ଟ୍ରଫି: ମହାରାଷ୍ଟ୍ରକୁ ହରାଇଲା ଓଡିଶା - ମହାରାଷ୍ଟ୍ରକୁ ହରାଇଲା ଓଡିଶା
ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ରକୁ 3 ୱିକେଟରେ ପରାସ୍ତ କରିଛି ଓଡିଶା । ଅଧିନାୟକ ଶୁଭ୍ରାଂଶୁ ସେନାପତି 130 ବଲରୁ 8 ଚୌକା ଓ 2 ଛକା ସହାୟତାରେ ଅପରାଜିତ 119 ରନ କରି ଦଳକୁ ବିଜୟୀ କରାଇଛନ୍ତି ।
ଓଡିଶା କ୍ରିକେଟ ଟିମ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Oct 13, 2019, 7:56 AM IST