ଓଡିଶା

odisha

U-19 ବିଶ୍ବକପ: ଇଟିଭି ଭାରତରେ ଷ୍ଟାର ବୋଲର ସୁଶାନ୍ତ ମିଶ୍ରଙ୍କ ପିତା

By

Published : Feb 6, 2020, 2:07 PM IST

Updated : Feb 6, 2020, 3:45 PM IST

‘ଇଟିଭି ଭାରତ’ରେ ଭାରତୀୟ U-19 ବିଶ୍ବକପ ଟିମର ଷ୍ଟାର ବୋଲର ସୁଶାନ୍ତ ମିଶ୍ରଙ୍କ ପିତା ସମୀର ମିଶ୍ର । ଅଧିକ ପଢନ୍ତୁ...

sushant mishra talks to etv bharat
ଇଟିଭି ଭାରତରେ ଷ୍ଟାର ବୋଲର ସୁଶାନ୍ତଙ୍କ ମିଶ୍ରଙ୍କ ପିତା

ରାଞ୍ଚି: ‘ଇଟିଭି ଭାରତ’ରେ 19 ବର୍ଷରୁ କମ ବିଶ୍ବକପ ଦଳର ଷ୍ଟାର ବୋଲର ସୁଶାନ୍ତ ମିଶ୍ରଙ୍କ ପିତା ସମୀର ମିଶ୍ର । 19 ବର୍ଷରୁ କମ କ୍ରିକେଟ ଦଳରେ ପ୍ରମୁଖ ଖେଳାଳି ରହିଛନ୍ତି ଷ୍ଟାର ବୋଲର ସୁଶାନ୍ତ ମିଶ୍ର ।

ଇଟିଭି ଭାରତରେ ଜୁନିୟର ଟିମ ଇଣ୍ଡିଆର ଷ୍ଟାର ବୋଲର ସୁଶାନ୍ତଙ୍କ ମିଶ୍ରଙ୍କ ପିତା

ପାକିସ୍ତାନ ବିପକ୍ଷ ସେମିଫାଇନାଲ ମୁକାବିଲାରେ ପାକିସ୍ତାନ ବ୍ୟାଟିଂ ଲାଇନଅପକୁ ଧ୍ବଂସ୍ତ କରିଥିଲେ ସୁଶାନ୍ତ । 3ଟି ୱିକେଟ ହାସଲ କରିବା ସହ ପାକିସ୍ତାନକୁ ବିଶ୍ବକପରୁ ବିଦାୟର ରାସ୍ତା ଦେଖାଇଥିଲେ । ଭାରତୀୟ କ୍ରିକେଟର ମହେନ୍ଦ୍ର ଧୋନିଙ୍କ ସହର ଝାଡଖଣ୍ଡରୁ ଆସିଛନ୍ତି ସୁଶାନ୍ତ ।

ତେବେ ପିତା ସମୀର ମିଶ୍ର ସୁଶାନ୍ତଙ୍କ ପ୍ରଦର୍ଶନରେ ବେଶ ଖୁସି ଜାହିର କରିଛନ୍ତି । ଏଥିସହିତ 9 ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଭାରତୀୟ ଦଳ ଚମ୍ପିଆନ ହେବା ନେଇ ଟିମକୁ ଶୁଭକାମନା ଜଣାଇଛନ୍ତି ତାଙ୍କ ପିତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2020, 3:45 PM IST

ABOUT THE AUTHOR

...view details