ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଓପନର ଶିଖ ଧାୱନ ସୋମବାର ଘରୋଇ ହିଂସାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସମାଜରେ ଏବେବି ଅନେକ ସ୍ଥାନରେ ଘରୋଇ ହିଂସା ଘଟୁଥିବା ଶୁଣି ସେ ମର୍ମାହତ କହିଛନ୍ତି ।
ସମାଜରେ ଘଟୁଥିବା ଘରୋଇ ହିଂସାକୁ ନେଇ ଦୁଃଖିତ ଧାୱନ - Shikhar Dhawan on domestic violence
ଟିମ ଇଣ୍ଡିଆ ଓପନର ଶିଖର ଧାୱନ ସୋମବାର ଘରୋଇ ହିଂସାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଶ୍ବରେ ଏବେବି ଘରୋଇ ହିଂସା ଘଟୁଥିବା ଶୁଣି ସେ ମର୍ମାହତ କହିଛନ୍ତି ଧାୱନ ।
ସମାଜରେ ଘଟୁଥିବା ଘରୋଇ ହିଂସାକୁ ନେଇ ଦୁଃଖିତ ଧାୱନ
ଏନେଇ ଏକ ଭିଡିଓ ଟ୍ବିଟ କରିଛନ୍ତି ଧାୱନ । ଯେଉଁଥିରେ ପତ୍ନୀ ଆୟେସାଙ୍କ ସହ ସେ ନଜର ଆସିଛନ୍ତି । ସବୁବେଳେ ନିଜର ମଜାଦାର ଅନ୍ଦାଜ ପାଇଁ ଜଣାଯାଉଥିବା ଟିମ ଇଣ୍ଡିଆର ଗବ୍ବର ଘରୋଇ ହିଂସାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ।
ଧାୱନ କହିଛନ୍ତି ପରିବାରରେ ସହଭାଗିତା, ପ୍ରେମ ଓ ଦୟା ରହିବା ଜରୁରୀ ବୋଲି ସେ କହିଛନ୍ତି ।