ଓଡିଶା

odisha

ମହିଳା ଟି-20 ଚ୍ୟାଲେଞ୍ଜ: ଟସ୍‌ ଜିତି ସୁପରନୋଭାସର ବ୍ୟାଟିଂ ନିଷ୍ପତ୍ତି

By

Published : Nov 7, 2020, 7:09 PM IST

Updated : Nov 7, 2020, 8:33 PM IST

ମହିଳା ଟି-20 ଚ୍ୟାଲେଞ୍ଜର 3ୟ ମ୍ୟାଚ । ସୁପରନୋଭାସ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ମହିଳା ଟି-20 ଚ୍ୟାଲେଞ୍ଜ:  ଟସ୍‌ ଜିତି ସୁପରନୋଭାସର ବ୍ୟାଟିଂ ନିଷ୍ପତ୍ତି
ମହିଳା ଟି-20 ଚ୍ୟାଲେଞ୍ଜ: ଟସ୍‌ ଜିତି ସୁପରନୋଭାସର ବ୍ୟାଟିଂ ନିଷ୍ପତ୍ତି

ଶାରଜାହା: ମହିଳା ଟି-20 ଚ୍ୟାଲେଞ୍ଜର 3ୟ ମ୍ୟାଚ ଆଜି ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ମଧ୍ୟରେ ଖେଳାଯାଉଛି । ତେବେ ସୁପରନୋଭାସ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଆଜି ଯଦି ସୁପରନୋଭାସ ପରାସ୍ତ ହୁଏ, ତେବେ ଫାଇନାଲ ରେସ୍‌ରୁ ବାଦ୍‌ ପଡିବ ଦଳ ।

ସୁପରନୋଭାସ ଏକାଦଶ: ପ୍ରିୟା ପୁନିଆ, ଚାମାରି ଅଟାପାଟ୍ଟୁ, ଜେମିମା ରୋଡ୍ରିଗୁସ୍, ହରମାନପ୍ରୀତ କୌର (ଅଧିନାୟିକା),ସାସିକାଲା ସିରିଡିନ୍, ରାଧା ଯାଦବ, ଅନୁଜା ପାଟିଲ୍, ଶକୁରା ସେଲମାନ, ତାନିଆ ଭାଟିଆ, ପୁନମ୍ ଯାଦବ, ଆୟୋବୋଙ୍ଗା ଖାକା

ଟ୍ରେଲବ୍ଲେଜର୍ସ ଏକାଦଶ: ଡାଏଣ୍ଡ୍ରା ଡୋଟିନ୍ , ସ୍ମୃତି ମନ୍ଧାନା (ଅଧିନାୟିକା), ରିଚା ଘୋଷ, ହାର୍ଲେନ ଦେଓଲ,ଦୀପ୍ତି ଶର୍ମା, ଡି ହେମଲତା, ନାଟାକନ୍ ଚାଣ୍ଟମ୍, ସଲମା ଖଟୁନ, ରାଜେଶ୍ବରୀ ଗାଏକୱାଡ, ଝୁଲଣ ଗୋସ୍ବାମୀ, ସୋଫି ଏକ୍ଲେଷ୍ଟୋନ

Last Updated : Nov 7, 2020, 8:33 PM IST

ABOUT THE AUTHOR

...view details