ଓଡିଶା

odisha

ETV Bharat / sports

ଆଇସିସି ଟି-20 ବିଶ୍ବକପ 2020: ସ୍ଥଗିତ ସପକ୍ଷରେ ଗ୍ରେମ ସ୍ମିଥ - Graeme Smith on T20 World Cup

ଆଇସିସି ଟି-20 ବିଶ୍ବକପ 2020 ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ପ୍ରସ୍ତାବ ରଖିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ନିର୍ଦ୍ଦେଶକ ଗ୍ରେମ ସ୍ମିଥ ।

There is very good chance to shift T20 World Cup to next year: Graeme Smith
ଟି20 ବିଶ୍ବକପ 2020: ଆସନ୍ତା ବର୍ଷକୁ ଘୁଞ୍ଚାଇବାକୁ ସ୍ମିଥଙ୍କ ପ୍ରସ୍ତାବ

By

Published : May 22, 2020, 3:43 PM IST

କେପ ଟାଉନ: ଆଇସିସି ଟି-20 ବିଶ୍ବକପ 2020 ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ପ୍ରସ୍ତାବ ରଖିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ନିର୍ଦ୍ଦେଶକ ଗ୍ରେମ ସ୍ମିଥ । ଫଟାଫଟ କ୍ରିକେଟର ଏହି ମେଗା ଇଭେଣ୍ଟ ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି ।

ଜୁଲାଇରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଚିତ୍ର ଅସ୍ପଷ୍ଟ ରହିଛି । ଭାରତ ବିପକ୍ଷରେ 3ଟିକିଆ ଟି-20 ସିରିଜ ନେଇ ମଧ୍ୟ ଚୁଡାନ୍ତ ନିଷ୍ପତି ହୋଇନାହିଁ ।

ଏପରି ସ୍ଥିତିରେ ଟି-20 ବିଶ୍ବକପ ପ୍ରସ୍ତୁତି ସଂପୂର୍ଣ୍ଣ ବନ୍ଦ ରହିଥିବା କହିଛନ୍ତି ସ୍ମିଥ ।

ABOUT THE AUTHOR

...view details