ଓଡିଶା

odisha

ETV Bharat / sports

ପ୍ରଥମ ଟି-20: ଧର୍ମଶାଳାରେ ବର୍ଷା, ଇଣ୍ଡୋରରେ ଟିମ ଇଣ୍ଡିଆର ଅଭ୍ୟାସ - ଧର୍ମଶାଳାରେ ବର୍ଷା

ଆସନ୍ତାକାଲି(ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜର ପ୍ରଥମ ଟି-20 ମ୍ୟାଚ । ମାତ୍ର ମ୍ୟାଚ ପୂର୍ବରୁ ଖରାପ ପାଣିପାଗ ପାଇଁ ଇଣ୍ଡୋରରେ ଅଭ୍ୟାସ କରିଛି ଟିମ ଇଣ୍ଡିଆ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Sep 14, 2019, 10:29 PM IST

ଧର୍ମଶାଳା: ଘରୋଇ ସିରିଜକୁ ବର୍ଷା ଭୟ । ଆସନ୍ତାକାଲି (ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜର ପ୍ରଥମ ଟି-20 ମ୍ୟାଚ । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ ଧର୍ମଶାଳା ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ମାତ୍ର ମ୍ୟାଚ ପୂର୍ବରୁ ଖରାପ ପାଣିପାଗ ପାଇଁ ଇଣ୍ଡୋରରେ ଅଭ୍ୟାସ କରିଛି ଟିମ ଇଣ୍ଡିଆ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆଜି ପାଣିପାଗ ଖରାପ ଥିବା ବେଳେ ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଆଜିଠାରୁ ସମ୍ପୂର୍ଣ୍ଣ ଆଉଟ ଫିଲ୍ଡକୁ ଘୋଡ଼ାଇ ରଖାଯାଇଛି । ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ପ୍ରେସ କନଫରେନ୍ସ ପରେ ଛତା ଧରି ପଡ଼ିଆକୁ ଯାଇଥିଲେ ।

ABOUT THE AUTHOR

...view details