ଓଡିଶା

odisha

ETV Bharat / sports

ଭାରତ ବିପକ୍ଷରେ ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହେଲେ ସ୍ମିଥ - ସର୍ବାଧିକ ଟେଷ୍ଟ ଶତକ

ଅଷ୍ଟ୍ରେଲିର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଅଧିକ ପଢନ୍ତୁ...

Steve Smith now has most Test tons against India
ଭାରତ ବିପକ୍ଷରେ ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ବନିଲେ ସ୍ମିଥ

By

Published : Jan 8, 2021, 9:58 PM IST

ସିଡନୀ: ଅଷ୍ଟ୍ରେଲିର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

ସିଡନୀ କ୍ରିକେଟ ଗ୍ରାଉଣ୍ଟରେ ସ୍ମିଥ, ଏହି ସଫଳତା ଚଳିତ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ହାସଲ କରିଛନ୍ତି । 131 ରନର ଦମଦାର ଇଂନିସ ସହ ରନଆଉଟ ହୋଇଥିଲେ କଙ୍ଗାରୁ କ୍ୟାମ୍ପର ଏହି କ୍ଳାସ ବ୍ୟାଟ୍ସମ୍ୟାନ ।

ଭାରତ ବିପକ୍ଷରେ ଏଯାବତ 25 ଇଂନିସ ଖେଳି 8ଟି ଶତକ ହାସଲ କରିସାରିଛନ୍ତି ସ୍ମିଥ । ଗାରୀ ସୋବର୍ସ(30 ଇଂନିସ), ଭିଭିଆନ ରିଚାର୍ଡସ(41 ଇଂନିସ), ଓ ରିକି ପଣ୍ଟିଂ (51 ଇଂନିସ)ରୁ 8ଟି ଶତକ ହାସଲ କରିଥିଲେ ।

ସ୍ମିଥ ବର୍ତ୍ତମାନ ଆଇସିସି ବିଶ୍ବ ଟେଷ୍ଟ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । 27ଟି ଟେଷ୍ଟ ଶତକ ସହ ବିରାଟ କୋହଲି, ଗ୍ରେମ ସ୍ମିଥ ଓ ଲାନ ବର୍ଡରଙ୍କ ସମକକ୍ଷ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details