ଓଡିଶା

odisha

By

Published : Mar 10, 2020, 2:33 PM IST

ETV Bharat / sports

2ଟିିକିଆ ଟେଷ୍ଟ ସିରିଜ; ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ 2ଟିକିଆ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା ହୋଇଛି ।

Sri Lanka squad for England Test
ଶ୍ରୀଲଙ୍କା ଦଳ ଘୋଷଣା

କଲମ୍ବୋ: ଇଂଲଣ୍ଡ ବିପକ୍ଷ 2ଟିକିଆ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା ହୋଇଛି । ଘୋଷିତ 16 ଜଣିଆ ଦଳରେ ଓପନର କୁଶଲ ପରେରାଙ୍କୁ ସ୍ଥାନ ମିଳିଛି । ପରେରା ଆହତ ହୋଇଥିବା ସତ୍ତ୍ବେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇଛି । ମାର୍ଚ୍ଚ 19ରେ ଗାଲେରେ ସିରିଜର ପ୍ରଥମ ଟେଷ୍ଟ ଖେଳାଯିବ ।

ଇଂଲଣ୍ଡ ବିପକ୍ଷରେ ଘୋଷିତ ଶ୍ରୀଲଙ୍କା ଟେଷ୍ଟ ଦଳ:

ଦିମୁଥ କରୁଣାରତ୍ନେ(କ୍ୟାପଟେନ), ଓସାଦା ଫର୍ଣ୍ଣାଣ୍ଡୋ, କୁଶାଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଦିନେସ ଚନ୍ଦିମାଲ, କୁସଲ ପରେରା, ଧନଞ୍ଜୟ ସିଲଭା, ନିରୋସାନ ଡିକୱାଲା(ୱିକେଟ କିପର), ଦିଲରୁୱାଲ ପରେରା, ଲସିଥ ଇମ୍ବଲଦେନିଆ, ଲାହିରୁ କୁମାର, ବିଶ୍ବ ଫର୍ଣ୍ଣାଣ୍ଡୋ, କାଶୁନ ରଜିଥା, ଲକ୍ଷଣ ସାଦାକନ, ସୁରାଙ୍ଗା ଲକମଲ, ୱାନିନ୍ଦୁସ ହସରଙ୍ଗା ।

ABOUT THE AUTHOR

...view details