ଆବୁଧାବି: ଚଳିତ ସଂସ୍କରଣର 35ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ କେକେଆର ପକ୍ଷରୁ ନେତୃତ୍ବ ନେଉଛନ୍ତି ଇଏନ୍ ମୋର୍ଗାନ୍ ।
ପଏଣ୍ଟ ଟେବୁଲରେ କେକେଆର 4ର୍ଥ ସ୍ଥାନରେ ରହିଥିବାବେଳେ ହାଇଦ୍ରାବାଦ 5ମ ସ୍ଥାନରେ ରହିଛି ।

କୋଲକାତା ନାଇଟ୍ ରାଇଡର୍ସ ଚୁଡାନ୍ତ ଏକାଦଶ : ଇଏନ୍ ମୋର୍ଗାନ୍ (ଅଧିନାୟକ), ଦିନେଶ କାର୍ତ୍ତିକ (ୱିକେଟକିପର), ରାହୁଲ ତ୍ରିପାଠୀ,ଶୁଭମାନ ଗିଲ, ନୀତୀଶ ରାଣା, ଆଣ୍ଡ୍ରେ ରସେଲ,ପାଟ୍ କମିନ୍ସ,ଶିବମ୍ ମାଭି,କୁଲଦୀପ ଯାଦବ, ଲକି ଫର୍ଗୁସନ୍,ବରୁଣ ଚକ୍ରବର୍ତ୍ତୀ,
ସନରାଇଜର୍ସ ହାଇଦ୍ରାବାଦ ଚୁଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଜନି ବେୟାରଷ୍ଟୋ (ଓ୍ବିକେଟକିପର), ମନୀଷ ପାଣ୍ଡେ, କେନ ୱିଲିୟମସନ, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ଅବଦୁଲ ସମାଦ,ରସିଦ ଖାନ, ସନ୍ଦୀପ ଶର୍ମା, ଟି ନଟରାଜନ୍, ବେସିଲ ଥାମ୍ପି