ଓଡିଶା

odisha

ETV Bharat / sports

ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକ - sports world mourns

କ୍ରୀଡାଜଗତରୁ ଭିଭିଏସ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନୀ, ଅନିଲ କୁମ୍ବଲେ, ପିଟି ଓଷାଙ୍କ ସମେତ ଅନେକ କ୍ରୀଡାବିତ ଶୋକବ୍ୟକ୍ତ କରିଛନ୍ତି ।

sports world mourns the death of balasubranmayam
ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ କ୍ରୀଡାଜଗତରେ ଶୋକ

By

Published : Sep 25, 2020, 8:19 PM IST

ନୂଆଦିଲ୍ଲୀ: ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ସଙ୍ଗୀତ ଜଗତର ଏକ ଅପୁରଣୀୟ କ୍ଷତି ହୋଇଛି । ଶୁକ୍ରବାର ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ମାସରେ ତାଙ୍କର କୋଭିଡ-19 ରିପୋର୍ଟ ପଜିଟିଭ ଆସିଥିଲା ।

ବାଲାସୁବ୍ରମଣ୍ୟମଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବଲିଉଡ କଳାକାର ଶୋକ ବ୍ୟକ୍ତ କରିଛନ୍ତି । ବଲିଉଡ ତାରକାଙ୍କ ଠାରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଦେଶର ଅନ୍ୟ ପ୍ରତିଷ୍ଠିତ ରାଜନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କ୍ରୀଡାଜଗତରୁ ଭିଭିଏସ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନୀ, ଅନିଲ କୁମ୍ବଲେ, ପିଟି ଉଷାଙ୍କ ସମେତ ଅନେକ କ୍ରୀଡାବିତ ଶୋକବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details