ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚ ଜାରି । ମ୍ୟାଚର 3ୟ ଦିନରେ ଫିଲ୍ଡିଂବେଳେ ଆହତ ହୋଇଛନ୍ତି ଶୁଭମନ ଗିଲ । ଏହି କାରଣରୁ ସେ 4ର୍ଥ ଦିନରେ ଫିଲ୍ଡିଂ କରୁ ନାହାଁନ୍ତି ।
IND vs ENG: ସ୍କାନ ପାଇଁ ଗଲେ ଶୁଭମନ - ଫିଲ୍ଡିଂବେଳେ ଆହତ
ଭାରତ-ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚ ଜାରି । ମ୍ୟାଚର 3ୟ ଦିନରେ ଫିଲ୍ଡିଂବେଳେ ଆହତ ହୋଇଛନ୍ତି ଶୁଭମନ ଗିଲ ।
IND vs ENG: ସ୍କାନ ପାଇଁ ଗଲେ ଶୁଭମନ
ଏହାର ସୂଚନା ବିସିସିଆଇ ଟ୍ବିଟ କରି ଜଣାଇଛି । ବିସିସିଆଇ ମଙ୍ଗଳବାର ଦିନ ଟ୍ବିଟ କରି କହିଛନ୍ତି ଯେ, ଶୁଭମନ 3ୟ ଦିନରେ ଫିଲ୍ଡିଂ କରୁଥିବା ସମୟରେ ବାମ ହାତରେ ଆହତ ଲାଗିଛି । ସେ ସ୍କାନ ପାଇଁ ଯାଇଛନ୍ତି । ବିସିସିଆଇ ମେଡିକାଲ ଟିମ ତାଙ୍କର ସ୍ବାସ୍ଥ୍ୟଅବସ୍ଥା ଉପରେ ନଜର ରଖିଛନ୍ତି । ଆଜି ସେ ଫିଲ୍ଡିଂ କରିବେ ନାହିଁ ।