ଓଡିଶା

odisha

By

Published : Apr 30, 2020, 2:24 PM IST

ETV Bharat / sports

ଶେଷଯାତ୍ରାରେ ବର୍ଷିଆନ ଅଭିନେତା ଋଷି କପୁର, କ୍ରୀଡାଜଗତର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଆଉନାହାନ୍ତି ଭେଟେରାନ ବଲିଉଡ ଅଭିନେତା ଋଷି କାପୁର । ଦେଶର କଳାପ୍ରେମୀ, କଳାକାର ଜଗତ, ରାଜନେତା ଓ କ୍ରୀଡାଜଗତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସଚିନ ତେନ୍ଦୁଲକର, ହରଭଜନ ସିଂହ ମିତାଲି ରାଜ ସମେତ ଅନେକଜଣ ଟ୍ବିଟ ଯୋଗେଁ ଶୋକ ପ୍ରକାଶ କରିଛନ୍ତି ।

Sachin, mithali, Harbhajan extend heartfelt condolences to Rishi Kapoor's family
ଶେଷଯାତ୍ରାରେ ବର୍ଷିଆନ ଅଭିନେତା ରିଷି କାପୁର, କ୍ରୀଡାଜଗତର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଉନାହାନ୍ତି ଭେଟେରାନ ବଲିଉଡ ଅଭିନେତା ଋଷି କାପୁର । ଏହି ଖବରରେ ବଳିଉଡରେ ଶୋକ ଖେଳିଯାଇଛି । ଦେଶର କଳାପ୍ରେମୀ, କଳାକାର ଜଗତ, ରାଜନେତା ଓ କ୍ରୀଡାଜଗତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶେଷଯାତ୍ରାରେ ବର୍ଷିଆନ ଅଭିନେତା ରିଷି କାପୁର, କ୍ରୀଡାଜଗତର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସଚିନ ତେନ୍ଦୁଲକର, ହରଭଜନ ସିଂହ ମିତାଲି ରାଜ ସମେତ ଅନେକଜଣ ଟ୍ବିଟ ଯୋଗେଁ ଶୋକ ପ୍ରକାଶ କରିଛନ୍ତି । ଭେଟେରାନ ଋଷି କାପୁରଙ୍କ ଉଦ୍ଦେଶ୍ୟରେ ସଚିନ ଏକ ଆବେଗପୂର୍ଣ୍ଣ ଟ୍ବିଟ କରିଛନ୍ତି । ପିଲାଦିନକୁ ରିଷିଙ୍କ ଫିଲ୍ମ ଦେଖିବଡ ହେଇଛି ବୋଲି ସଚିନ କହିଛନ୍ତି । ଇଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହ କାପୁର ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି ।

ଶେଷଯାତ୍ରାରେ ବର୍ଷିଆନ ଅଭିନେତା ରିଷି କାପୁର, କ୍ରୀଡାଜଗତର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସେହିପରି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

ଶେଷଯାତ୍ରାରେ ବର୍ଷିଆନ ଅଭିନେତା ରିଷି କାପୁର, କ୍ରୀଡାଜଗତର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ABOUT THE AUTHOR

...view details