କେପଟାଉନ: ଇଂଲଣ୍ଡକୁ ଲାଗିଛି ବର୍ଣ୍ଣସ ଝଟକା । ଚଳିତ ଦକ୍ଷିଣ ଆଫ୍ରିକା ସିରିଜରୁ ଇନଫର୍ମ ଓପନର ରିରି ବର୍ଣ୍ଣସ ବାଦ ପଡିଛନ୍ତି। ଅଭ୍ୟାସ ପୂର୍ବରୁ ଏକ ଫୁଟବଲ ମ୍ୟାଚ ଖେଳିବାବେଳେ ଆହତ ହୋଇଛନ୍ତି ବର୍ଣ୍ଣସ। ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଇଂଲଣ୍ଡକୁ ବର୍ଣ୍ଣସ ଝଟକା: ଅବଶିଷ୍ଟ ସିରଜରୁ ବାଦ, ସ୍ପଷ୍ଟ କଲା ଇସିବି - ବାଦ ପଡିଲେ ରରି ବର୍ଣ୍ଣସ
ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଇଂଲଣ୍ଡ ଓପନର ରରି ବର୍ଣ୍ଣସ। ଅଧିକ ପଢନ୍ତୁ..
ଇଂଲଣ୍ଡକୁ ବର୍ଣ୍ଣସ ଝଟକା
ସେଞ୍ଚୁରିଆନ ଟେଷ୍ଟରେ 84 ରନର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ ରରି ବର୍ଣ୍ଣସ । ଏଥିସହିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ରନ ହାସଲକାରୀ ମଧ୍ୟ ଥିଲେ । 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ 0-1ରେ ପଛୁଆ ରହିଛି ।