ଓଡିଶା

odisha

ETV Bharat / sports

BCCI ସିନିୟର ମହିଳା ଏକଦିବସୀୟ ଟ୍ରଫି: କ୍ବାର୍ଟର-ଫାଇନାଲରେ ଓଡିଶା

BCCI ସିନିୟର ମହିଳା ଏକଦିବସୀୟ ଟ୍ରଫି କ୍ବାର୍ଟର-ଫାଇନାଲରେ ପହଞ୍ଚିଛି ଓଡିଶା । ଅଧିକ ପଢନ୍ତୁ...

By

Published : Mar 21, 2021, 9:57 PM IST

Railways, Karnataka among quarter-finalists in Women Senior One Day Trophy
BCCI ସିନିୟର ମହିଳା ଏକଦିବସୀୟ ଟ୍ରଫି: କ୍ବାର୍ଟର-ଫାଇନାଲରେ ଓଡିଶା

ନୂଆଦିଲ୍ଲୀ: BCCI ସିନିୟର ମହିଳା ଏକଦିବସୀୟ ଟ୍ରଫି କ୍ବାର୍ଟର-ଫାଇନାଲରେ ପହଞ୍ଚିଛି ଓଡିଶା । ଓଡିଶା ସମେତ ଝାଡଖଣ୍ଡ, ରେଲୱେ, ଆନ୍ଧ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ମଧ୍ୟ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

ବିଦର୍ଭ ଓ ପଣ୍ଡିଚେରୀ ମଧ୍ୟରେ ଶେଷ ଟିମ ଭାବେ କ୍ବାର୍ଟରଫାଇନାଲ ପ୍ରବେଶ ପାଇଁ ଲଢେଇ ହେବ । ଏଲିଟ ଗ୍ରୁପରେ ଦ୍ବିତୀୟ ଶୀର୍ଷ ସ୍ଥାନରେ ରହି କ୍ବାର୍ଟର ଟିକେଟ ହାତେଇଛନ୍ତି ଓଡିଶା ଓ ବେଙ୍ଗଲ । ଅନ୍ୟପଟେ ନିଜ ଗ୍ରୁପରେ ଶୀର୍ଷ ସ୍ଥାନରେ ରହିବା ସହ କ୍ବାର୍ଟରରେ ପହଞ୍ଚିଛନ୍ତି ଝାଡଖଣ୍ଡ, ରେଲୱେ, ଆନ୍ଧ୍ର, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ।

କ୍ବାର୍ଟର ଫାଇନାଲ ମ୍ୟାଚ ମାର୍ଚ୍ଚ 29 ଓ 30ରେ ଖେଳାଯିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details