ଓଡିଶା

odisha

ETV Bharat / sports

'ଆଇପିଏଲ ମ୍ୟାଚ ଆରମ୍ଭରେ ହେଉ ରାଷ୍ଟ୍ରଗାନ' - ଆଇପିଏଲ ମ୍ୟାଚ ରାଷ୍ଟ୍ରଗାନ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରତ୍ୟେକ ମ୍ୟାଚ ପୂର୍ବରୁ ଭାରତର ଜାତୀୟ ସଙ୍ଗୀତ ଗାନ ଅନୁମତି ପାଇଁ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିଙ୍ଗ୍ସ ଇଲେଭେନ ପଞ୍ଜାବର ସହକାରୀ ମୁଖ୍ୟ ନେସ ୱାଡିଆ ଜଣାଇଛନ୍ତି।

ନେସ ୱାଦିଆ

By

Published : Nov 8, 2019, 2:25 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରତ୍ୟେକ ମ୍ୟାଚ ପୂର୍ବରୁ ଭାରତର ଜାତୀୟ ସଙ୍ଗୀତ ଗାନକୁ ଅନୁମତି ଦିଆଯାଉ। ଏହା କହିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ସହକାରୀ ମୁଖ୍ୟ ନେସ ୱାଡିଆ। ଏହି ପ୍ରସ୍ତାବ ପୂର୍ବରୁ ମଧ୍ୟ ସେ ରଖିଛନ୍ତି। ଅନେକ ଅଧିକାରୀ ଓ ସିଇଓଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ୱାଡିଆ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଇଣ୍ଡିଆନ ସୁପର ଲିଗ(ଫୁଟବଲ) ଓ ପ୍ରୋ-କବାଡି ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ରାଷ୍ଟ୍ର ଗାନ କରାଯାଏ। ସେଥିପାଇଁ ଆଇପିଏଲରେ ପ୍ରତି ମ୍ୟାଚ ପୂର୍ବରୁ ରାଷ୍ଟ୍ରଗାନ ପାଇଁ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ପାଇଁ ୱାଡିଆ ପ୍ରସ୍ତାବ ଦେଇଛନ୍ତି।

ABOUT THE AUTHOR

...view details